ଡିଜିଟାଲ ମାର୍କେଟିଂ କୋର୍ସ କରି ହୋଇପାରିବେ ମାଲାମାଲ
ଅକ୍ସପୋର୍ଡ ଇକୋନୋମିକ୍ସର ଏକ ବିଶ୍ଲେଷଣ ଅନୁସାରେ ୟୁଟ୍ୟୁବ୍ ପ୍ରଭାବର ରିପୋର୍ଟରୁ ଜଣା ପଡ଼ିଛି ଯେ ୨୦୨୧ରେ ୟୁଟ୍ୟୁବ୍ ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗେଇ ଦେଇଛି । ଏହା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା କୁ ୟୁଟ୍ୟୁବ ଠାରୁ ୧୦ହଜାର କୋଟି ଟଙ୍କାର ରେଭେନ୍ୟୁ ମିଳିଛି । ଏହା ଦ୍ୱାରା ବାର୍ଷିକ ଏକ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଚ୍ୟାନେଲ ସଂଖ୍ୟା ୬୦ପ୍ରତିଶତରୁ ଅଧିକ ହୋଇଛି । ଯୁବକ ମାନେ ନିଜ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ୟୁଟ୍ୟୁବ୍ର ବ୍ୟବହାର କରୁଛନ୍ତି । ଯଦି ଆପଣ ୟୁଟ୍ୟୁବ୍ ଦ୍ୱାରା ନିଜ କ୍ୟାରିୟର ଗଢ଼଼ିବାକୁ ଚାହୁଁଛନ୍ତି ତେବେ www.safalta.com ର ଡିଜିଟାଲ ମାର୍କେଟିଂ କୋର୍ସ ର ସହାୟତା ନେଇପାରିବେ ।
ସଫଳତା ଅନେକ ଯୁବକ ଯୁବତୀଙ୍କୁ ଡିଜିଟାଲି ସ୍କିଲ୍ଡ କରେଇଛି:
ଦେଶର ନାମିଦାମି ଏଡ୍ଟେକ୍ କମ୍ପାନୀ www.safalta.com ମଧ୍ୟ ଏଥିରେ ନିଜ ଯୋଗଦାନ ଦେଇଛି । ସଫଲତାର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗତ ୨-୩ ବର୍ଷ ମଧ୍ୟରେ ସଫଳତା ପ୍ରାୟ ୯ହଜାର ଯୁବକ ଯୁବତୀଙ୍କୁ ଡିଜିଟାଲି ସ୍କିଲ୍ଡ କରେଇଛି । ଡିଜିଟାଲ ମାର୍କେଟିଂ ଭଳି ପାଠ୍ୟକ୍ରମ ମାଧ୍ୟମରେ କେବଳ ହଜାର ହଜାର ଯୁବକ ଯୁବତୀ ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ମନିଟାଇଜ୍ କରିନାହାଁନ୍ତି ବରଂ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି । ଏହା ବ୍ୟତୀତ, ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା ଯୁବକ ଯୁବତୀଙ୍କ ଚ୍ୟାନେଲ କେମିତି ଗ୍ରୋଥ କରିବ ତାହାର ଟିପ୍ସ ମଧ୍ୟ ଦେଇଛି ।
ଡିଜିଟାଲ ମାର୍କେଟିଂରେ କ୍ୟାରିୟର:
• ଡିଜିଟାଲ ମାର୍କେଟିଂ ମ୍ୟାନେଜର
• SEO ଏକ୍ସପର୍ଟ
• ଡିଜିଟାଲ ମାର୍କେଟିଂ ଏଳ୍ଜିକ୍ୟୁଟିଭ୍
• PPC ଏକ୍ସପର୍ଟ
• ସୋସିଆଲ ମିଡିଆ ମ୍ୟାନେଜର
• କଣ୍ଟେଣ୍ଟ ମାର୍କେଟିଂ ଏକ୍ସପର୍ଟ
• ଇମେଲ ମାର୍କେଟିଂ ଏକ୍ସପର୍ଟ
ସଫଳତା ସହ ନିଜ କ୍ୟାରିୟର ଗଢ଼ନ୍ତୁ:
ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ କିମ୍ବା ଯୁବକମାନେ ଯେଉଁମାନେ ଡିଜିଟାଲ ମାର୍କେଟିଂ, ଗ୍ରାଫିକ୍ ଡିଜାଇନ୍ ଭଳି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନେ www.safalta.com ର ସାହାର୍ଯ୍ୟ ନେଇ ପାରିବେ । ଏହା ବ୍ୟତୀତ ଆପଣ ମାନେ ଯଦି ଓଡ଼ିଶାରେ ଡିଜିଟାଲ ମାର୍କେଟିଂ କୋର୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ https://www.digitalrath.com/ ଏହି ଲିଙ୍କରେ କ୍ଲିକ୍ କରି ସମସ୍ତ ତଥ୍ୟ ପାଇପାରିବେ ।