Thursday 25th April 2024
ଡିଜିଟାଲ ମାର୍କେଟିଂ କୋର୍ସ କରି ହୋଇପାରିବେ ମାଲାମାଲ

ଡିଜିଟାଲ ମାର୍କେଟିଂ କୋର୍ସ କରି ହୋଇପାରିବେ ମାଲାମାଲ

ଅକ୍ସପୋର୍ଡ ଇକୋନୋମିକ୍ସର ଏକ ବିଶ୍ଲେଷଣ ଅନୁସାରେ ୟୁଟ୍ୟୁବ୍ ପ୍ରଭାବର ରିପୋର୍ଟରୁ ଜଣା ପଡ଼ିଛି ଯେ ୨୦୨୧ରେ ୟୁଟ୍ୟୁବ୍ ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗେଇ ଦେଇଛି । ଏହା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା କୁ ୟୁଟ୍ୟୁବ ଠାରୁ ୧୦ହଜାର କୋଟି ଟଙ୍କାର ରେଭେନ୍ୟୁ ମିଳିଛି । ଏହା ଦ୍ୱାରା ବାର୍ଷିକ ଏକ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଚ୍ୟାନେଲ ସଂଖ୍ୟା ୬୦ପ୍ରତିଶତରୁ ଅଧିକ ହୋଇଛି । ଯୁବକ ମାନେ ନିଜ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ୟୁଟ୍ୟୁବ୍‌ର ବ୍ୟବହାର କରୁଛନ୍ତି । ଯଦି ଆପଣ ୟୁଟ୍ୟୁବ୍ ଦ୍ୱାରା ନିଜ କ୍ୟାରିୟର ଗଢ଼଼ିବାକୁ ଚାହୁଁଛନ୍ତି ତେବେ www.safalta.com ର ଡିଜିଟାଲ ମାର୍କେଟିଂ କୋର୍ସ ର ସହାୟତା ନେଇପାରିବେ ।YouTube Marketing- The upcoming sensation of digital marketing | ProiDeators

ସଫଳତା ଅନେକ ଯୁବକ ଯୁବତୀଙ୍କୁ ଡିଜିଟାଲି ସ୍କିଲ୍ଡ କରେଇଛି:

ଦେଶର ନାମିଦାମି ଏଡ୍‌ଟେକ୍ କମ୍ପାନୀ www.safalta.com ମଧ୍ୟ ଏଥିରେ ନିଜ ଯୋଗଦାନ ଦେଇଛି । ସଫଲତାର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗତ ୨-୩ ବର୍ଷ ମଧ୍ୟରେ ସଫଳତା ପ୍ରାୟ ୯ହଜାର ଯୁବକ ଯୁବତୀଙ୍କୁ ଡିଜିଟାଲି ସ୍କିଲ୍ଡ କରେଇଛି । ଡିଜିଟାଲ ମାର୍କେଟିଂ ଭଳି ପାଠ୍ୟକ୍ରମ ମାଧ୍ୟମରେ କେବଳ ହଜାର ହଜାର ଯୁବକ ଯୁବତୀ ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ମନିଟାଇଜ୍ କରିନାହାଁନ୍ତି ବରଂ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି । ଏହା ବ୍ୟତୀତ, ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା ଯୁବକ ଯୁବତୀଙ୍କ ଚ୍ୟାନେଲ କେମିତି ଗ୍ରୋଥ କରିବ ତାହାର ଟିପ୍ସ ମଧ୍ୟ ଦେଇଛି ।

ଡିଜିଟାଲ ମାର୍କେଟିଂରେ କ୍ୟାରିୟର:

• ଡିଜିଟାଲ ମାର୍କେଟିଂ ମ୍ୟାନେଜର
• SEO ଏକ୍ସପର୍ଟ
• ଡିଜିଟାଲ ମାର୍କେଟିଂ ଏଳ୍‌ଜିକ୍ୟୁଟିଭ୍‌
• PPC ଏକ୍ସପର୍ଟ
• ସୋସିଆଲ ମିଡିଆ ମ୍ୟାନେଜର
• କଣ୍ଟେଣ୍ଟ ମାର୍କେଟିଂ ଏକ୍ସପର୍ଟ
• ଇମେଲ ମାର୍କେଟିଂ ଏକ୍ସପର୍ଟ

ସଫଳତା ସହ ନିଜ କ୍ୟାରିୟର ଗଢ଼ନ୍ତୁ:

ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ କିମ୍ବା ଯୁବକମାନେ ଯେଉଁମାନେ ଡିଜିଟାଲ ମାର୍କେଟିଂ, ଗ୍ରାଫିକ୍ ଡିଜାଇନ୍ ଭଳି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନେ www.safalta.com ର ସାହାର୍ଯ୍ୟ ନେଇ ପାରିବେ । ଏହା ବ୍ୟତୀତ ଆପଣ ମାନେ ଯଦି ଓଡ଼ିଶାରେ ଡିଜିଟାଲ ମାର୍କେଟିଂ କୋର୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ https://www.digitalrath.com/ ଏହି ଲିଙ୍କରେ କ୍ଲିକ୍ କରି ସମସ୍ତ ତଥ୍ୟ ପାଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )