Tuesday 19th March 2024

Category: ସ୍ପେଶାଲ୍ ରିପୋର୍ଟ

କେବେ ଆସିବ ହିମ ଯୁଗ ? ପ୍ରଳୟ ସହ ହେବ ବରଫ ବର୍ଷା !
ସ୍ପେଶାଲ୍ ରିପୋର୍ଟ

କେବେ ଆସିବ ହିମ ଯୁଗ ? ପ୍ରଳୟ ସହ ହେବ ବରଫ ବର୍ଷା !

Bidhankrushna Mohanta- February 1, 2023

ଆମ ଅଜାଣତରେ ହିମ ଯୁଗର ଆରମ୍ଭ ହୋଇସାରିଛି । ବରଫ ର ଯୁଗ କୁ ହିମଯୁଗ ବୋଲି କୁହାଯାଏ । ସବୁଆଡେ ଖାଲି ବରଫ ଆଉ ବରଫ । ଦିନଥିଲା ପୃଥିବୀ ସାରା ବିଛେଇ ... Read More

ଗାନ୍ଧି ଓ ଗୋଡସେ ;ଗୋଡସେଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତିଥରି ଉଠିବ
ସ୍ପେଶାଲ୍ ରିପୋର୍ଟ

ଗାନ୍ଧି ଓ ଗୋଡସେ ;ଗୋଡସେଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତିଥରି ଉଠିବ

Lopamudra- January 30, 2023

ଦେଶର ରାଷ୍ଟ୍ରପିତା ତଥା ଅହିଂସାର ପୂଜାରୀ କୁହାଯାଉଥିବା ମହାତ୍ମା ଗାନ୍ଧୀଙ୍କର ଆହି ମହାପରାୟଣ ଦିବସ । ଆଜିର ଦିନରେ ତାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ନାଥୁରାମ୍ ... Read More

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ…
ସ୍ପେଶାଲ୍ ରିପୋର୍ଟ

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ…

Lopamudra- January 23, 2023

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଳନ ପାଇଁ ସାରାଦେଶରେ ଉତ୍ସାହ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୧୮୯୭ ... Read More

“ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧିନତା ଦେବି” କାହିଁକି ଏମିତି କହିଥିଲେ ନେତାଜୀ ?
ସ୍ପେଶାଲ୍ ରିପୋର୍ଟ

“ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧିନତା ଦେବି” କାହିଁକି ଏମିତି କହିଥିଲେ ନେତାଜୀ ?

Lopamudra- January 22, 2023

ସୁବାଷ ବୋଷ୍ ଯାହାଙ୍କ ନାଁ ଶୁଣିଲେ ମନରେ ଏକ ଅଦମ୍ୟ ଉସôାହ ଜାଗ୍ରତ ହୁଏ । ଜୀବନରେ କିଛି କରି ଦେଖାଇବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ନାଁ ହିଁ ପ୍ରେରଣା । ... Read More

ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର
ସ୍ପେଶାଲ୍ ରିପୋର୍ଟ

ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର

Bidhankrushna Mohanta- January 21, 2023

ବିବାହ କରିବାର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଅଂଶ । ସଭ୍ୟ ସମାଜରେ ପୁରୁଷ ଏବଂ ସ୍ତ୍ରୀ କୁ ଗୋଟିଏ ଘରେ ରହି ସଂସାର ... Read More

ଭାରତର ଦ୍ୱିତୀୟ ଚାଣକ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍
ସ୍ପେଶାଲ୍ ରିପୋର୍ଟ

ଭାରତର ଦ୍ୱିତୀୟ ଚାଣକ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

Bidhankrushna Mohanta- January 20, 2023

ଯାହାଙ୍କ ନାଁ ଶୁଣିଲେ ପାକିସ୍ଥାନ ଡରେ । ସେ ଅସ୍ତ୍ରଶସ୍ତ୍ର ରେ ନୁହଁ , ବୁଦ୍ଧିରେ ଆକ୍ରମଣ କରନ୍ତି । ତାଙ୍କୁ କିଏ କୁହେ ଏକ ବିଂଶ ଶତାବ୍ଦୀ ର ଚାଣକ୍ୟ ଏବଂ କିଏ ... Read More

ସୁନ୍ଦର ପିଚାଇଙ୍କର ଏହିସବୁ କାମ ଆପଣଙ୍କୁ ପ୍ରେରଣା ଦେବ…
ସ୍ପେଶାଲ୍ ରିପୋର୍ଟ

ସୁନ୍ଦର ପିଚାଇଙ୍କର ଏହିସବୁ କାମ ଆପଣଙ୍କୁ ପ୍ରେରଣା ଦେବ…

Lopamudra- January 19, 2023

ଏମିତି ଅନେକ ସମୟ ରହିଛି ଯେଉଁଠି ଭାରତୀୟ ମାନେ ନିଜର କଳା ପ୍ରଦର୍ଶନ କରି ବେଶ୍ ନାଁ କମେଇଛନ୍ତି । ନିଜର ଟ୍ୟାଲେଣ୍ଟ,ସାହାସ,ମନବଳ ଓ ଅଦ୍ଭୁତ କୌଶଳ ଦମ୍ ରେ ବିଦେଶୀ ମାନଙ୍କ ଆଗରେ ... Read More