Saturday 27th April 2024
କର୍ପୋରେଟ୍ ଆକାଉଣ୍ଟ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

କର୍ପୋରେଟ୍ ଆକାଉଣ୍ଟ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୁବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।

ବର୍ତ୍ତମାନ କର୍ପୋରେଟ୍ ଆକାଉଣ୍ଟ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ଆବେଦନ କରିବାର ଶେଷ ତାରିଖ – ୧୭/୦୯/୨୦୨୩

 

ପଦବୀ ର ନାମ

  • କର୍ପୋରେଟ୍ ଆକାଉଣ୍ଟ୍ ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

Kotak Mahindra Bank Service Officer vacancy in Odisha

ଚାକିରୀ କରିବାର ସ୍ଥାନ –  ଭୁବନେଶ୍ୱର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍

 

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

 

 

ଚାକିରୀ ର ବିଭାଗ – କେଏମବିଏଲ୍

 

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

APPLY ( Click Here )

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )