Friday 26th April 2024
ଅମରି ହସ୍ପିଟାଲ୍ ରେ କ୍ୱାଲିଟି ମ୍ୟାନେଜର ପଦବୀରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଅମରି ହସ୍ପିଟାଲ୍ ରେ କ୍ୱାଲିଟି ମ୍ୟାନେଜର ପଦବୀରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଅମରି ହସ୍ପିଟାଲ୍ । କ୍ୱାଲିଟି ମ୍ୟାନେଜର ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ କ୍ୱାଲିଟି ମ୍ୟାନେଜର ପାଇିଁ ବାହାରିଛି ବଡଧରଣର ବିଜ୍ଞପ୍ତି । ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ଭୂବନେଶ୍ୱରରେ କ୍ୱାଲିଟି ମ୍ୟାନେଜର ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । 

 

ପଦବୀ –

  • କ୍ୱାଲିଟି ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar

AMRI Job vacancy for Quality Manager Bhubaneswar 2023 !

 

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଶିକ୍ଷାଗତ ଯୋଗ୍ୟତା –

  • ହେଲଥ୍ କେୟାର ମ୍ୟାନେଜମେଣ୍ଟ୍

 

ଅଭିଜ୍ଞତା –

୬ବର୍ଷ ରୁ ଅଧିକ ହେଲେ ଅଗ୍ରାଧିକାର ପାଇବେ ।

 

ଅଧିକ ଜାଣିବା ପାଇଁ ନିମ୍ନ ଦିଆଯାଇଥିବା ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ –

AMRI Job vacancy for Quality Manager Bhubaneswar 2023 !

 

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Quality Manager Job Application ( Apply )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )