Saturday 27th April 2024
ଆକ୍ସିସ୍ ବ୍ୟାଙ୍କରେ ସେଲ୍ସ ମ୍ୟାନେଜର ପର୍ସନାଲ୍ ଲୋନ୍ ପାଇଁ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

ଆକ୍ସିସ୍ ବ୍ୟାଙ୍କରେ ସେଲ୍ସ ମ୍ୟାନେଜର ପର୍ସନାଲ୍ ଲୋନ୍ ପାଇଁ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

ଆକ୍ସିସ୍ ବ୍ୟାଙ୍କ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଅନେକ ସମୟରେ ଆକ୍ସିସ୍ ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ସେଲ୍ସ ମ୍ୟାନେଜର ପଦବୀ ପାଇଁ ଆକ୍ସିସ୍ ବ୍ୟାଙ୍କ ବାହାର କରିଛି ବିଜ୍ଞପ୍ତି । ବାଲେଶ୍ୱର ଜିଲ୍ଲା ପାଇଁ ବାହାରିଛି ବିଜ୍ଞପ୍ତି । 

 

ପଦବୀ ର ନାମ – 

  • ସେଲ୍ସ ମ୍ୟାନେଜର ପର୍ସନାଲ୍ ଲୋନ୍

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆକ୍ସିସ୍ ବ୍ୟାଙ୍କ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.axisbank.com/

ଚାକିରୀ କରିବାର ସ୍ଥାନ –  ବାଲେଶ୍ୱର

 

ଶିକ୍ଷାଗତ ଯୋଗ୍ୟତା –

  • ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 
  • ପୋଷ୍ଟ ଗ୍ରାଜୁଏସନ୍

 

ଅଧିକ ଜାଣିବା ପାଇଁ ଆପଣ ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

Consumer:Sales Manager – Personal Loan

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

APPLY ( CLICK HERE )

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )