Friday 12th April 2024
ଟୁରିଜିମ୍ କନସଲଟ୍ୟାଣ୍ଟ୍ ପାଇଁ ଭାରତୀୟ ରେଳରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଟୁରିଜିମ୍ କନସଲଟ୍ୟାଣ୍ଟ୍ ପାଇଁ ଭାରତୀୟ ରେଳରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଭାରତୀୟ ରେଳରେ ଚାକିରୀ କରିବାପାଇଁ ଇଚ୍ଛା ରଖୁଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ଆସିଛି ଖୁସିଖବର । ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ବା ଆଇଆରସିଟିସି ରେ ବାହାରିଛି ହସପିଟାଲିଟି ମନିଟର ଚାକିରୀ । ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ହେଉଛି ଏକ ଭାରତୀୟ ସାର୍ବଜନୀନ କ୍ଷେତ୍ର ଯାହାକି ଭାରତୀୟ ରେଳବାଇ ପାଇଁ ଟିକେଟ୍, କ୍ୟାଟରିଂ ଏବଂ ପର୍ଯ୍ୟଟନ ସେବା ଯୋଗାଇଥାଏ । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଆବେଦନ କରିବାର ଶେଷ ତାରିଖ –

  • ୨୧ / ୦୮ / ୨୦୨୩

ପଦବୀ –  ଟୁରିଜିମ୍  କନସଲଟ୍ୟାଣ୍ଟ୍ 

 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ବା ଆଇଆରସିଟିସି  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.irctc.com/index.html

IRCTC Recruitment of Tourism Monitors ! B.Sc/ BBA/ MBA !

ଶିକ୍ଷାଗତ ଯୋଗ୍ୟତା –

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

 

ବୟସ ସୀମା –

୬୪ ବର୍ଷରୁ ଅଧିକ ବୟସ ହେଇଥିଲେ ଆବେଦନ କରିପାରିବେ ନାହିଁ ।

 

 

 

ଆଦେଦନ କରିବା ପାଇଁ ଫର୍ମ ଡାଉନଲୋଡ୍ କରି ଇଣ୍ଟରଭ୍ୟୁକୁ ଯିବାକୁ ପଡିବ । 

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

Advertisement for Conslt Tourism for EZ ( Apply )

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )