Sunday 28th April 2024
ନ୍ୟୁକ୍ଲିୟର ପାଓ୍ୱାର କର୍ପୋରେସନ୍ ଅପ୍ ଇଣ୍ଡିଆ ଲିମିଟେଡ୍ ରେ ବିଭିନ୍ନ ପଦବୀ ପାଇଁ ବଡ଼ଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ନ୍ୟୁକ୍ଲିୟର ପାଓ୍ୱାର କର୍ପୋରେସନ୍ ଅପ୍ ଇଣ୍ଡିଆ ଲିମିଟେଡ୍ ରେ ବିଭିନ୍ନ ପଦବୀ ପାଇଁ ବଡ଼ଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଏନ୍.ପି.ସିଆଇ.ଏଲ୍ ରେ ବିଭିନ୍ନ ପଦବୀରେ ପାଇଁ ଚାକିରୀ ବାହାରିଛି । ଏନ୍.ପି.ସିଆଇ.ଏଲ୍ ହେଉଛି ନ୍ୟୁକ୍ଲିୟର ପାଓ୍ୱାର କର୍ପୋରେସନ୍ ଅପ୍ ଇଣ୍ଡିଆ ଲିମିଟେଡ୍ । ଯେଉଁଥିରେ ଅଷ୍ଟମ , ଦଶମ ପାସ୍ , +୨ ପାସ୍ ଏବଂ ଆଇ.ଟି.ଆଇ ପିଲାଙ୍କ ପାଇଁ ବିଭିନ୍ନ ପଦବୀରେ ବାହାରିଛି ବିଜ୍ଞପ୍ତି ।

 

ଆବେଦନ କରିବାର ଶେଷ ତାରିଖ – ୩୧ – ୦୭ – ୨୦୨୩

 

ପଦବୀ – 

NPCIL Recruitment 2023 – Apply Online for 183 Posts !

 

ଏହି ଲିଙ୍କ୍‌କୁ ଯାଇ ନ୍ୟୁକ୍ଲିୟର ପାଓ୍ୱାର କର୍ପୋରେସନ୍ ଅପ୍ ଇଣ୍ଡିଆ ଲିମିଟେଡ୍ ବିଷୟରେ ଅଧିକ ଜାଣିପାରିବେ   –

https://www.npcil.nic.in/index.aspx

 

ଶିକ୍ଷାଗତ ଯୋଗ୍ୟତା –

  • ଅଷ୍ଟମ ପାସ୍
  • ଦଶମ ପାସ୍
  • +୨ ପାସ୍
  •  ଆଇ.ଟି.ଆଇ

ନିମ୍ନରେ ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଦିଆଯାଇଛି ।

NPCIL Recruitment 2023 – Apply Online for 183 Posts ! NPCIL Recruitment 2023 – Apply Online for 183 Posts !

 

 

ବୟସ ସୀମା –

  • ୧୪ ବର୍ଷ ହୋଇଥିଲେ ଆବେଦନ କରିପାରିବେ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification-NPCIL-Various-Vacancy ( Click Here )

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

 

NPCIL Trade Apprentice Apply Online Link ( Click Here )

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )