Saturday 27th July 2024
CCLରେ ମିଳିବ ଚାକିରୀ କରିବାର ସୁଯୋଗ

CCLରେ ମିଳିବ ଚାକିରୀ କରିବାର ସୁଯୋଗ

ଡାଟାଏଣ୍ଟ୍ରି ଅପରେଟର ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । (CCL) ସେଣ୍ଟ୍ରାଲ କୋଇଲଫିଲ୍ଡସ୍ ଲିମିଟେଡ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶୟୀ ପ୍ରର୍ଥୀ ମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ centralcoalfields.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ, ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।Data Entry Operator Job Description

ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୧୬ ନଭେମ୍ବର ୨୦୨୨
• ଅନଲାଇନ୍ ଆବେଦନର ଶେଷ ତାରିଖ: ୦୬ ଡିସେମ୍ବର ୨୦୨୨

ଚୟନ ପ୍ରକ୍ରିୟା:
• ଲିଖିତ ପରୀକ୍ଷା
• ଏହି ପରୀକ୍ଷା ଦୁଇଟି ଭାଗରେ କରାଯିବ
• ପ୍ରଥମ ଭାଗ ଲିଖିତ ପରୀକ୍ଷା – ୭୦ ମାର୍କ
• ଦ୍ୱିତୀୟ ଭାଗ ଲିଖିତ ପରୀକ୍ଷା – ୩୦ ମାର୍କ
• କମ୍ପ୍ୟୁଟର ଆପ୍ଲିକେସନର ଦକ୍ଷତା ପରୀକ୍ଷା
• ଟାଇପିଙ୍ଗ ସ୍ପିଡ୍ (ପ୍ରତି ମିନିଟ୍ରେ ୩୦ ଶବ୍ଦ)

କେଉଁ ବର୍ଗ ପାଇଁ କେତେ ପୋଷ୍ଟ୍:
• ମୋଟ ପୋଷ୍ଟ୍ – ୧୩୯
• ସାଧାରଣ ବର୍ଗ – ୯୯
• ଅନୁସୂଚିତ ଜାତି – ୩୩
• ଅନୁସୂଚିତ ଜନଜାତି – ୭

ଯୋଗ୍ୟତା:
• ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାଶ୍
• ତିନି ବର୍ଷର ସ୍ଥାୟୀ ଚାକିରି

ଚୟନ ପ୍ରକ୍ରିୟା:
• ଲିଖିତ ପରୀକ୍ଷା
• ଏହି ପରୀକ୍ଷା ଦୁଇଟି ଭାଗରେ କରାଯିବ
• ପ୍ରଥମ ଭାଗ ଲିଖିତ ପରୀକ୍ଷା – ୭୦ ମାର୍କ
• ଦ୍ୱିତୀୟ ଭାଗ ଲିଖିତ ପରୀକ୍ଷା – ୩୦ ମାର୍କ
• କମ୍ପ୍ୟୁଟର ଆପ୍ଲିକେସନର ଦକ୍ଷତା ପରୀକ୍ଷା
• ଟାଇପିଙ୍ଗ ସ୍ପିଡ୍ (ପ୍ରତି ମିନିଟ୍ରେ ୩୦ ଶବ୍ଦ)

CATEGORIES
TAGS
Share This

COMMENTS

Wordpress (0)
Disqus (0 )