Saturday 27th April 2024
ଅନଏକାଡେମୀ ରେ ଫିଲ୍ଡ୍ ସେଲ୍ସ ଏକ୍ସଜିକ୍ୟୁଟିଭ୍ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଅନଏକାଡେମୀ ରେ ଫିଲ୍ଡ୍ ସେଲ୍ସ ଏକ୍ସଜିକ୍ୟୁଟିଭ୍ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଅନଏକାଡେମୀ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଅନଏକାଡେମୀ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଅନଏକାଡେମୀ କମ୍ପାନୀ ତାର ଏଜୁକେସନ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ଅନଏକାଡେମୀ  ସୁଲଭମୂଲ୍ୟରେ ଶିକ୍ଷା ସେବା ପହଞ୍ଚାଇ ପାରିଛି। ଅନଏକାଡେମୀ ଏବେ ଚାକିରୀ ବାହାରକରିଛି ।

 

ପଦବୀ ର ନାମ –

  • ଫିଲ୍ଡ୍ ସେଲ୍ସ ଏକ୍ସଜିକ୍ୟୁଟିଭ୍

 

 

ଏହି ଲିଙ୍କ୍ କୁ ଯାଇ ଅନଏକାଡେମୀ  ବିଷୟରେ ଅଧିକ ଜାଣିପାରିବେ –

https://unacademy.com/goal/nta-ugc-net-set-exams/TEWDQ

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ଅଛି ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

 

ସ୍ଥାନ – ଭୁବନେଶ୍ୱର ଅନଏକାଡେମୀ ସେଣ୍ଟର

 

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

 

Notification & Apply ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )