Saturday 27th April 2024
ସେଲ୍ସ ଆଣ୍ଡ ଡିଷ୍ଟ୍ରି ବ୍ୟୁସନ୍ ପାଇଁ ଜିଓ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ସେଲ୍ସ ଆଣ୍ଡ ଡିଷ୍ଟ୍ରି ବ୍ୟୁସନ୍ ପାଇଁ ଜିଓ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ରିଲାଏନ୍ସ କମ୍ପାନୀରେ ଅନେକ  ବ୍ରାଞ୍ଚ  ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ସମ୍ବଲପୁର ପାଇଁ ବାହାରିଛି ।

 

ପଦବୀ ର ନାମ – 

  • ସେଲ୍ସ ଆଣ୍ଡ ଡିଷ୍ଟ୍ରି ବ୍ୟୁସନ୍

 

ସ୍ଥାନ –  ( ସମ୍ବଲପୁର )

 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a customer service executive! Apply !

ଶିକ୍ଷାଗତ ଯୋଗ୍ୟତା  – 

  • +୩ ପାସ୍ 

କିମ୍ବା

  • ଏମ୍.ବି.ଏ

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

  • ପ୍ରଡକ୍ଟ ଏବଂ ମାର୍କେଟ ଉପରେ ଜ୍ଞାନ ।
  • ଚ୍ୟାନେଲ୍ ସେଲ୍ସରେ ଜ୍ଞାନ ।
  • ଟିମ୍ ମ୍ୟାନେଜମେଣ୍ଟ୍ ସ୍କିଲ୍ ।
  • ରିଲେସନ୍ ସିପ୍ ମ୍ୟାନେଜମେଣ୍ଟ ସ୍କିଲ୍ ।
  • ଟାର୍ଗେଟ୍ ଓରିଏନ୍ ଷ୍ଟେସନ୍ ।
  • କଷ୍ଟମର ଫୋକସ୍ ।

 

ଆବେଦନ କରିବା ପାଇଁ ଏବଂ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply (Click Here )

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )