Friday 19th April 2024
UPSC ତରଫରୁ ବାହାରିଲା ବଡଧରଣର ବିଜ୍ଞପ୍ତି ! Indian Forest Service ରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ !

UPSC ତରଫରୁ ବାହାରିଲା ବଡଧରଣର ବିଜ୍ଞପ୍ତି ! Indian Forest Service ରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ !

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ପରୀକ୍ଷା Civil Service Exam । UNION PUBLIC SERVICE COMMISSION (UPSC) ଆଣିଛି ବଡଧରଣ ର ବିଜ୍ଞପ୍ତି । UPSC ବିଜ୍ଞପ୍ତିରେ ପ୍ରକାଶ କରିଛି Indian Forest Service ର Vacancy । ବିଜ୍ଞପ୍ତି ଅନୁସାରେ ୧୫୦ ଟି ପୋଷ୍ଟ ଫାଙ୍କା ଅଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ ୨୦୨୩ । ୨୧ ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

Civil Service Exam ରେ ତିନି ଗୋଟି ପର୍ଯ୍ୟାୟ ଥାଏ –

  • Preliminary Exam (Objective Test / ଚୟନ ଭିତିକ ) 

ଏହି ପରୀକ୍ଷାର ପ୍ରଶ୍ନପତ୍ରରେ ଚୟନ ଭିତିକ ଉତ୍ତର ମଧ୍ୟ ରହିଥାଏ । ଯେଉଁଥିରେ OMR (Optical Mark Recognition ) ରେ ଉତ୍ତର ଚୟନ କରିବା ପାଇଁ ଦିଆ ଯାଇଥାଏ ।

  • Main Exam (Written Test / ଲିଖିତ ପରୀକ୍ଷା )

ଯେଉଁଥିରେ ପ୍ରତ୍ୟେକ ପ୍ରଶ୍ନପାଇଁ ବିସୃତ ଭାବରେ ଉତ୍ତର ଲେଖିବାର ଥାଏ ।

  • Personality Test (Interview/ ସାକ୍ଷାତକାର )

ଉପରର ଦୁଇଟି ସ୍ତର ର ପରୀକ୍ଷା ସରିଲାପରେ Interview ବା ସାକ୍ଷାତକାର ପ୍ରକ୍ରିୟା ରେ ଚୟନ କରାଯାଏ । ଯେଉଁ ପ୍ରାର୍ଥି ପ୍ରତ୍ୟେକଥର ଉତ୍ତମ ପ୍ରଦର୍ଶନ କରିଥାନ୍ତି, ତାଙ୍କୁ ହିଁ ଚୟନ କରାଯାଏ ।

UPSC Indian Forest Service Exam Recruitment 2023 Notification – 

ଏହି ଲିଙ୍କ୍‌କୁ ଯାଇ Indian Forest Service(UPSC) ବିଷୟରେ ଅନେକ ତଥ୍ୟ ପାଇପାରିବେ  –  https://upsc.gov.in/ 

Online application form Fillup କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା application form Fillup ସଂମ୍ପର୍କିତ କୌଣସି ପ୍ରକାର ର guidance/information/clarification ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

Telephone No- 011-23385271 / 011-23381125 / 011-23098543 on working days between 10.00 AM TO 5.00 PM.
ଏହି Link ରେ Click କଲେ ସିଧା ସଳଖ apply କରିପାରିବେ – https://upsconline.nic.in/upsc/OTRP/index.php

ଗୁରୁତ୍ୱପୁର୍ଣ୍ଣ ତାରିଖ –

  • Online Apply ର ଶେଷ ତାରିଖ : 21-02-2023
  • Date of Correction Window Dates : 22-08-2023 to 28-02-2023
  • Date for Prelims Exam: 28-05-2023

Eligibility criteria – 

ସ୍ନାତକ ଡିଗ୍ରୀ ଥିଲେ Apply କରିପାରିବେ ।

  • Candidates should possess Bachelor’s Degree (Relevant Disciplines).

Examination Fee –

  • For Others: Rs. 100/-
  • For Female/ SC/ ST/ PwBD candidate: NIL
  • Payment Mode:  Depositing the money in any Branch of SBI by cash/ Net Banking/ Credit/ Debit card.

Official Notification ଟିକୁ  Download  କରିବାପାଇଁ  ନିମ୍ନଲିଖିତ Link  ରେ  Click କରନ୍ତୁ-

https://www.upsc.gov.in/sites/default/files/Notif-IFSP-2023-engl-010223.pdf

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus ( )