Sunday 28th April 2024
ସବ୍ ଇନିସପେକ୍ଟର ପାଇଁ ବାହାରିଛି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ସବ୍ ଇନିସପେକ୍ଟର ପାଇଁ ବାହାରିଛି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ତେବେ ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ଦୁଇଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।

 

ଆବେଦନ କରିବାର ଶେଷ ତାରିଖ –  ୧୫-୦୮-୨୦୨୩

  • ପ୍ରଥମ ପଦବୀ – ସବ୍ ଇନିସପେକ୍ଟର ( ଜିଡି )

 

  • ଦ୍ୱିତୀୟ ପଦବୀ ସବ୍ ଇନିସପେକ୍ଟର ( ଏକ୍ସିଜିକ୍ୟୁଟିଭ୍ )

ଦରମା – 

  • ୩୫,୪୦୦ ଟଙ୍କା ରୁ ୧,୧୨,୪୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

 

ଓଡିଶାର କେଉଁ ସ୍ଥାନରେ ପରୀକ୍ଷା –

  • ଭୁବନେଶ୍ୱର

 

 

ଶିକ୍ଷାଗତ ଯୋଗ୍ୟତା –

ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ସ୍ନାତକ ପାସ୍ କରିଥିବା ଦରକାର । ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଅଫିସିଆଲ୍ ନୋଟିସ୍ କୁ ଭଲଭାବେ ପଢନ୍ତୁ ।

 

ବୟସ ସୀମା –  

ବୟସ ସୀମାକୁ ନେଇ ଅଧିକ ତଥ୍ୟ ନିମ୍ନରେ ଦିଆଯାଇଛି ।

 

ଆବେଦନ ଫି –

SSC MTS & Havaldar Recruitment 2023 ! Apply Today !

Notification-SSC-Sub-Inspector-Posts ( Apply )

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧା ସଳଖ ଆପ୍ଲାଇ କରିପାରିବେ –

Click Here To Apply 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )