Friday 26th April 2024
ଷ୍ଟେସନ୍ କଣ୍ଟ୍ରୋଲର / ଟ୍ରେନ୍ ଅପରେଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ !

ଷ୍ଟେସନ୍ କଣ୍ଟ୍ରୋଲର / ଟ୍ରେନ୍ ଅପରେଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ !

ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ବି.ଏମ୍.ଆର.ସି.ଏଲ୍) ରେ ବାହାରିଛି ଚାକିରୀ । ନାମମା ମେଟ୍ରୋ, ବେଙ୍ଗାଲୁରୁ ମେଟ୍ରୋ ଭାବରେ ମଧ୍ୟ ଜଣାଶୁଣା, ଭାରତର ବେଙ୍ଗାଲୁରୁ ସହରକୁ ସେବା କରୁଥିବା ଏକ ଦ୍ରୁତ ଗମନାଗମନ ବ୍ୟବସ୍ଥା । ଦିଲ୍ଲୀ ମେଟ୍ରୋ ପରେ ଏହା ଭାରତର ଦ୍ୱିତୀୟ ଦୀର୍ଘ କାର୍ଯ୍ୟକ୍ଷମ ମେଟ୍ରୋ ନେଟୱାର୍କ । ଏହାର ଉଦଘାଟନ ପରେ ଏହା ଦକ୍ଷିଣ ଭାରତର ପ୍ରଥମ ଭୂତଳ ମେଟ୍ରୋ ସିଷ୍ଟମ ହୋଇଗଲା । ବର୍ତ୍ତମାନ ଦଶମ ପାସ୍ ଏବଂ ଡିପ୍ଲୋମା ପିଲାଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ଆବେଦନ କରିବାର ଶେଷ ତାରିଖ – ୩୧-୦୫-୨୦୨୩

  • ପଦବୀ –  ଷ୍ଟେସନ୍ କଣ୍ଟ୍ରୋଲର / ଟ୍ରେନ୍ ଅପରେଟର

BMRCL Station Controller/ Train Operator vacancy! 10th PASS!

  • ଦରମା –  ମାସକୁ  ୩୫,୦୦୦ ଟଙ୍କା  ରୁ ୮୨,୬୬୦ ଟଙ୍କା

BMRCL Station Controller/ Train Operator vacancy! 10th PASS!

ଏହି ଲିଙ୍କ୍ ରେ କ୍ଲିକ୍ କଲେ ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ବି.ଏମ୍.ଆର.ସି.ଏଲ୍)  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://english.bmrc.co.in/#/

BMRCL Station Controller/ Train Operator vacancy! 10th PASS!

ଶିକ୍ଷାଗତ ଯୋଗ୍ୟତା –

୧) ଦଶମ ପାସ୍ ବା ଡିପ୍ଲୋମା

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

BMRCL Station Controller/ Train Operator vacancy! 10th PASS!

  • ବୟସ ସୀମା –

୪୫ ବର୍ଷରୁ ଅଧିକ ବୟସ ହେଇଥିଲେ ଆବେଦନ କରିପାରିବେ ନାହିଁ ।

BMRCL Station Controller/ Train Operator vacancy! 10th PASS!

 

  • ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

https://english.bmrc.co.in/uploads/career/english//FileUploads/2a4c55e4-3eda-473a-a4df-adad3f75857a$@!!@$Notification%20SC%20TO.pdf

 

  •  ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

http://itax.bmrc.co.in:24/frmInstructions.aspx

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (4)
  • comment-avatar
  • comment-avatar
  • comment-avatar
    Jyotiranjan padhi 11 months

    Diploma

  • comment-avatar

    Iam interested in this job

  • Disqus (0 )