Friday 19th April 2024

ଜାଣନ୍ତୁ ୨୯ ସେପ୍ଟେମ୍ବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୨୯ ସେପ୍ଟେମ୍ବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୯୫୯-ଆଜିର ଦିନରେ ପ୍ରଥମ ମହିଳା ଭାରତୀୟ ଆରତୀ ଶାହା ଯିଏକି English Channel 200 ମିଟର ଯାଏ ପହଁରି ପାର କରିଥିଲେ।

୧୯୬୦- ଆଜିର ଦିନରେ ପ୍ରଥମ ଭାରତୀୟ ମହିଳା ଖେଳାଳୀ  Arati Saha ଯିଏକି ପଦ୍ମଶ୍ରୀ ଆୱାର୍ଡ ପାଇଥିଲେ।

୧୯୧୩-ଆଜିର ଦିନରେ ଡିଜେଲ ଇଞ୍ଜିନର ଆବିଷ୍କାର କରିଥିବା Rudolf Dieselଙ୍କ ମୃତୁ୍ୟ ହୋଇଥିଲା।

୧୯୧୬-ଆଜିର ଦିନରେ John d Rockefeller ଦୁନିଆର ପ୍ରଥମ ଅରବପତି ହୋଇଥିଲେ।

୧୯୩୨-ଆଜିର ଦିନରେ ବଲିଉଡର ହାସ୍ୟ ଅଭିନେତା Mehmood Ali ଜନ୍ମଗ୍ରହଣ କରିଥିଲେ।

୧୯୮୫-ଆଜିର ଦିନରେ ଦୁନିଆର ପ୍ରଥମ ଯାତ୍ରୀ Electric Tramp Way ଇଂଲଣ୍ଡରେ ଆରମ୍ଭ ହୋଇଥିଲା।

୨୦୦୬-ଆଜିର ଦିନରେ Anousheh Ansari ବିଶ୍ୱର ପ୍ରଥମ ଅନ୍ତରୀକ୍ଷକୁ ଯାଇଥିବା ପର୍ଯ୍ୟଟକ ପୃଥିବିକୁ ଫେରିଥିଲେ।

 

CATEGORIES
TAGS
Share This

COMMENTS

Wordpress (0)
Disqus ( )