Friday 26th April 2024

ଜାଣନ୍ତୁ ୧୩ ଅକ୍ଟୋବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୧୩ ଅକ୍ଟୋବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା।

 

୧୭୬୦-ଆଜିର ଦିନରେ ଋଷ୍ ଓ ଅଷ୍ଟ୍ରିୟା ସେନା ବର୍ଲିନ୍‌ରୁ ହଟିଲା।

୧୭୭୩ -ଆଜିର ଦିନରେ “ମେସରୀ ବଲପୁର” ଗ୍ୟାଲେକ୍ସିକୁ ଖୋଜି ଥିଲେ।

୧୭୯୨-ଆଜିର ଦିନରେ ହ୍ୱାଇଟ୍ ହାଉସ୍ ତିଆରି ଆରମ୍ଭ ହୋଇଥିଲା।

୧୮୮୪-ଆଜିର ଦିନରେ ନିଷ୍ପତି ନିଆଯାଇଥିଲା କି ଗ୍ରୀନବିଚ ମିନ ଟାଇମ୍ ଦୁନିଆର ମାନକ ସମୟ ହେବ।

୧୯୧୧-ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ଶିଷ୍ୟା ମାଗ୍ରେଟ ଏଲିଜା ବେଥ୍‌ଙ୍କ ଦେହାନ୍ତ ହୋଇଥିଲା।

୧୯୪୩-ଆଜିର ଦିନରେ ଇଟାଲି ଜର୍ମାନୀ ବିରୁଧରେ ଯୁଦ୍ଧ ଘୋଷଣା କରିଥିଲା।

୧୯୪୮-ଆଜିର ଦିନରେ କବାଲିର ଉସ୍ତାଦ ନୁସରତ ଫତେ ଅଲ୍ଲୀ ଜନ୍ମ ଗ୍ରହଣ କରିଥିଲେ।

୧୯୮୭- ଆଜିର ଦିନରେ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ଦେହାନ୍ତ ହୋଇଥିଲା।

୧୯୯୯-ଆଜିର ଦିନରେ ଅଟଳ ବିହାରୀ ବାଜପେଇ ଭାରତରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ।

୨୦୦୪-ଆଜିର ଦିନରେ ନିରୁପା ରାୟଙ୍କ ଦେହାନ୍ତ ହୋଇଥିଲା।

CATEGORIES
TAGS
Share This

COMMENTS

Wordpress (0)
Disqus ( )