Thursday 25th April 2024

ଜାଣନ୍ତୁ ୧୬ ସେପ୍ଟେମ୍ବର ଇତିହାସ॥

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୧୬ ସେପ୍ଟେମ୍ବର   । ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ । ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୯୦୮- ଆଜିର ଦିନରେ ଜେନେରାଲ ମୋଟର୍ସ ନିଗମର ସ୍ଥାପନା ।
୧୯୭୫- ଆଜିର ଦିନରେ ପାପୁଆ ନ୍ୟୁଗିନି ଅଷ୍ଟ୍ରେଲିଆରୁ ସ୍ୱାଧୀନ ହେଲା
୧୯୭୮- ଆଜିର ଦିନରେ ଜେନେରାଲ୍ ଜିଆ ଉଲ୍ ହକ୍ ପାକିସ୍ତାନର ରାଷ୍ଟ୍ରପତି ହେଲେ ।
୨୦୦୭-ଓାନ୍ ଟୁ ଗୋ ଏୟାରଲାଇନ୍ସର ବିମାନ ଥାଇଲାଣ୍ଡରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୮୯ଜଣକ ମୃତ୍ୟୁ ।
୨୦୦୯- ଆଜିର ଦିନରେ ସାରା ବିଶ୍ୱରେ ଭାରତକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳ ଭାବେ ପ୍ରସ୍ତୁତ କରିଥିବାରୁ ଅତୁଲ୍ୟ ଭାରତ ଅଭିଯାନ କୁ ବ୍ରିଟିଶ ସରକାର ପୁରସ୍କୃତ କରିଥିଲେ ।
୧୭୯୫- ଆଜିର ଦିନରେ ବ୍ରିଟେନ କ୍ୟାପ୍ ଟାଉନ୍ ଅଧିକାର କରିଥିଲା ।
୧୮୨୧- ଆଜିର ଦିନରେ ମେକ୍ସିକୋର ସ୍ୱାଧୀନତା ଆୟୋଜିତ ହୋଇଥିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus ( )