Thursday 28th March 2024
ପ୍ରଡକ୍ଟ  ଆଡଭାଇଜର ପାଇଁ ଆପୋଲୋ ଫାର୍ମାସି ବାହାର କରିଛି ବିଜ୍ଞପ୍ତି ! ଦଶମ କିମ୍ବା +୨ ପଢିଥିଲେ କରିପାରିବେ ଆବେଦନ !

ପ୍ରଡକ୍ଟ  ଆଡଭାଇଜର ପାଇଁ ଆପୋଲୋ ଫାର୍ମାସି ବାହାର କରିଛି ବିଜ୍ଞପ୍ତି ! ଦଶମ କିମ୍ବା +୨ ପଢିଥିଲେ କରିପାରିବେ ଆବେଦନ !

ଏହା ଏକ ଘରୋଇ ହସ୍ପିଟାଲ୍ । ଯେଉଁଥିରେ ଆପୋଲୋ ଫାର୍ମାସି , ଆପୋଲୋ  ପ୍ରାଥମିକ ଚିକିତ୍ସା ଡାଇଗ୍ନୋଷ୍ଟିକ୍ ସେଣ୍ଟର , ଆପୋଲୋ ଟେଲିହେଲଥ୍ କ୍ଲିନିକ୍ ଏବଂ ଆପୋଲୋ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ରହିଛି ।ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ କମ୍ପାନୀ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଆପୋଲୋ  ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ଚେନ୍ ସିରିଜ୍ ରେ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ।  ଆପୋଲ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଏହି ହସ୍ପିଟାଲ୍ ର ଫାର୍ମାସି ଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଛି । ଆପୋଲୋ ଫାର୍ମାସି ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଆପୋଲୋ ଫାର୍ମାସି ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ପ୍ରଡକ୍ଟ  ଆଡଭାଇଜର  ପଦବୀ ପାଇଁ ଆପୋଲୋ ଫାର୍ମାସି  ପୁରୀ ଜିଲ୍ଲାରେ  ବିଜ୍ଞପ୍ତି ବାହାରକରିଛି । 

 

ପଦବୀ –   ପ୍ରଡକ୍ଟ  ଆଡଭାଇଜର

 

ଚାକିରୀ କରିବାର ସ୍ଥାନ – ପୁରୀ ଜିଲ୍ଲା (ଓଡିଶା)  

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.apollohospitals.com/

Apollo Pharmacy is inviting applications for Product Adviser

ଅଭିଜ୍ଞତା –

ଫ୍ରେସର ହେଇଥିଲେ ବି ଆବେଦନ କରିପାରିବେ । 

୧) ନ୍ଯୁଟ୍ରିସନ୍ ସପ୍ଲିମେଣ୍ଟ୍

୨) ଫାର୍ମାସି

୩) ରିଟେଲ୍ ସେଲ୍ସ

ଉପରୋକ୍ତ ବିଭାଗରେ ୦ ରୁ ୩ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ । 

 

ଶିକ୍ଷାଗତ ଯୋଗ୍ୟତା –

୧) ଦଶମ ପାସ୍ କରିଥିବା ଆବଶ୍ୟକ । 

କିମ୍ବା

୨) +୨ ପାସ୍ କରିଥିବା ଆବଶ୍ୟକ ।

କିମ୍ବା

୩) ସ୍ନାତକ ବା +୩ ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।

ପ୍ରାର୍ଥି ର ସାଇନ୍ସ ବା ବିଜ୍ଞାନରେ ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।

 

ଆବଶ୍ୟକଥିବା ଦକ୍ଷତା – 

୧) ଗୁଡ୍ କମ୍ୟୁନିକେସନ୍‌ ସ୍କିଲ୍ ବା ଭଲ ଯୋଗାଯୋଗ ଦକ୍ଷତା

୨) ପ୍ରେଜେନଟେବଲ୍ ବା ଉପସ୍ଥାପନ କରିବାର କୌଶଳ

୩) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ ।

୪ ) ବିକ୍ରୟ ଏବଂ ଗ୍ରାହକ ସେବା ପାଇଁ ଆତ୍ମବିଶ୍ୱାସୀ ହେବା ଦରକାର ।

 

ଚାକିରୀରେ କଣ ରହିବ ଦାଇତ୍ୱ –

୧) ନ୍ୟୁଟ୍ରିସନ୍ ଏବଂ ହେଲତ୍ ସପ୍ଲିମେଣ୍ଟ୍ ପ୍ରଡକ୍ଟର ର ପ୍ରୋମୋସନ୍ ।

୨) ଗ୍ରାହକମାନଙ୍କୁ ସ୍ୱାଗତ କରିବା । ସକାରାତ୍ମକ ସାମଗ୍ରିକ ସପିଂ ଅଭିଜ୍ଞତାରେ ଯୋଗଦାନ କରିବା ପାଇଁ ଦୋକାନକୁ ପ୍ରବେଶ ନିମନ୍ତେ ଗ୍ରାହକମାନଙ୍କୁ ଏକ ବନ୍ଧୁତ୍ୱପୂର୍ଣ୍ଣ  ଏବଂ ସୌଜନ୍ୟମୂଳକ ନମସ୍କାର କରିବା ।

୩) ଗ୍ରାହକ ସେବାର ସର୍ବୋଚ୍ଚ ମାନର ସଫଳତାକୁ ସମର୍ଥନ କରିବା ପାଇଁ ସବୁବେଳେ ଗ୍ରାହକଙ୍କ ପ୍ରତି ଭଦ୍ର ଏବଂ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ।

୪) ସୁନିଶ୍ଚିତ କରନ୍ତୁ ଯେ ଦୋକାନ ଚଟାଣ ଓ ସେଲଫ ସବୁବେଳେ ସଫା ଏବଂ ପରିଷ୍କାର ରହିବ ।

୫) ସେଲସ୍ ର ପ୍ରୋମୋସନ୍ କରିବା ପାଇଁ ପ୍ରୋଡକ୍ଟ ଗୁଡିକୁ ସଜାଇବାକୁ ପଡିବ ଏବଂ ପ୍ରଦର୍ଶନ କରିବାକୁ ପଡିବ ।

୬) ଆବଶ୍ୟକତା ଅନୁଯାୟୀ , କ୍ୟାସ ରେଜିଷ୍ଟର ଖୋଲା ଏବଂ ବନ୍ଦ କରିବାକୁ ପଡିବ । ଟଙ୍କା ଗଣନା କରିବା , ଅଦର ଚାର୍ଜ ସ୍ଲିପ୍ , କୁପନ ,ଭାଉଚର ଏବଂ ବାଲାନ୍ସ କୁ ପରିଚାଳନା କରିବା ।

 

 

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-description/MjAxMDQ%3D/MzE2

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-career/MjAxMDQ%3D/MzE2

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Akash Behera 12 months

    Yes

  • Disqus (0 )