Sunday 28th April 2024
ଦଶମ ପାସ୍ ଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ !

ଦଶମ ପାସ୍ ଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ !

ମୟୂରଭଞ୍ଜ ଜିଲ୍ଲାରେ ଦଶମ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସି.ଆର.ପି ସିଏମ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

 

ଆବେଦନ କରିବାର ଶେଷ ତାରିଖ  – ୩୧/୦୭/୨୦୨୩

ପଦବୀ – 

  • ସି.ଆର.ପି ସିଏମ୍

 

ଦରମା –

  • ସି.ଆର.ପି ସିଏମ୍ – ୩,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ମୟୂରଭଞ୍ଜ ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://mayurbhanj.nic.in/

 

 

ଶିକ୍ଷାଗତ ଯୋଗ୍ୟତା – 

  • ସି.ଆର.ପି ସିଏମ୍ – ଦଶମ ପାସ୍

 

 

ବୟସ ସୀମା – 

୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।

 

ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ରେ  ଆବେଦନ କରିପାରିବେ ।

 

ଆବେଦନ କରିବା ପାଇଁ ଫର୍ମ –

 

ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Advertisement for selection of Community Support Staff under Biswarupa Mohasangha (BLF) ( Apply )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )