Sunday 28th April 2024
ଡିଜିଟାଲ୍ ରଥରେ ଇନସାଇଡ୍ ସେଲ୍ସ ଏକ୍ସିକ୍ୟୁଟିଭ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଡିଜିଟାଲ୍ ରଥରେ ଇନସାଇଡ୍ ସେଲ୍ସ ଏକ୍ସିକ୍ୟୁଟିଭ୍ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଭୁବନେଶ୍ୱରରେ ଅନେକ ଗୁଡିଏ ଡିଜିଟାଲ୍ ମାର୍କେଟିଂ ଏଜେନସି ଅଛି । ସେଥିମଧ୍ୟରୁ ଡିଜିଟାଲ୍ ରଥ ଏକ ଭଲ ମାର୍କେଟିଂ ଏଜେନ୍ସି । ଉତ୍ସାହୀ ଡିଜିଟାଲ ମାର୍କେଟର ମାନଙ୍କୁ ନେଇ ଡିଜିଟାଲ୍ ରଥ ପ୍ରତିଷ୍ଠା ହୋଇଥିଲା । ବ୍ୟବସାୟକୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡ କରିବାରେ ସାହାଯ୍ୟ କରିଥାଏ ଡିଜିଟାଲ୍ ରଥ । ସେଥିପାଇଁ ଡିଜିଟାଲ୍ ରଥ ସହ ଅନେକ ଗୁଡିଏ ବ୍ରାଣ୍ଡ ଯୋଡିହୋଇଛନ୍ତି । ଡିଜିଟାଲ୍ ରଥରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଡିଜିଟାଲ୍ ରଥରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ – 

  • ଡିଜିଟାଲ୍ ରଥ ( ଭୁବନେଶ୍ୱର ) 

 

ପଦବୀ ର ନାମ – 

  • ଇନସାଇଡ୍ ସେଲ୍ସ ଏକ୍ସିକ୍ୟୁଟିଭ୍

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଡିଜିଟାଲ୍ ରଥ ବିଷୟରେ ଅଧିକ ଜାଣିପାରିବେ  –

https://digitalratha.com/

 

ଶିକ୍ଷାଗତ ଯୋଗ୍ୟତା –

  • +୩ ପାସ୍ 

କିମ୍ବା

  • ଏମ୍.ବିଏ

 

 

ଇନସାଇଡ୍ ସେଲ୍ସ  ଏକ୍ସିକ୍ୟୁଟିଭ୍ ପଦବୀ ପାଇଁ କଣ ରହିବ ଦାଇତ୍ୱ ? –

 

 

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

Inside Sales Executive ( Apply )

 

ଆବେଦନ କରିବା ପାଇଁ ଏହି ଫୋନ୍ ନମ୍ବରରେ ମେସେଜ୍ କରନ୍ତୁ  – 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )