Friday 19th April 2024
ବାଲେଶ୍ୱର ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ବାଲେଶ୍ୱର ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶାର ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ରେ  ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଚାକିରୀ ବାହାରିଛି ।  ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।

ଆବେଦନ କରିବାର ଶେଷ ତାରିଖ – ୧୫/୦୬/୨୦୨୩

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ( ବାଲେଶ୍ୱର , ଓଡିଶା )

 

ପଦବୀ ର ନାମ

  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ
  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ
  • ପିଇଟି
  • କମ୍ପ୍ୟୁଟର ଟିଚର

ଦରମା –

  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ – ୨୫,୦୦୦ ଟଙ୍କା 
  • ପିଇଟି – ୨୨,୦୦୦ ଟଙ୍କା
  • କମ୍ପ୍ୟୁଟର ଟିଚର – ୨୨,୦୦୦ ଟଙ୍କା
  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ –  ୨୨,୦୦୦ ଟଙ୍କା

 

 

ଓଡ଼ିଶା ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://tribal.nic.in/EMRS.aspx

 

ବୟସ ସୀମା – 

  • ୬୨ ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    Satya brata Moharana 11 months

    I am interested for the job

  • comment-avatar

    I am interested this job

  • Disqus ( )