Thursday 18th April 2024
ଦଶମ ପାସ୍ ପିଲାଙ୍କ ପାଇଁ ସରକାରୀ ଚାକିରୀ ର ସୁଯୋଗ ! ଲାଇଟ୍ ଭେଇକେଲ୍ ଡ୍ରାଇଭର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବାହାରକରିଛି ବିଜ୍ଞପ୍ତି !

ଦଶମ ପାସ୍ ପିଲାଙ୍କ ପାଇଁ ସରକାରୀ ଚାକିରୀ ର ସୁଯୋଗ ! ଲାଇଟ୍ ଭେଇକେଲ୍ ଡ୍ରାଇଭର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବାହାରକରିଛି ବିଜ୍ଞପ୍ତି !

ବର୍ତ୍ତମାନ ଆପଣ ଦଶମ ପାସ୍ କରିଥିଲେ ବି ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କରିପାରିବେ ଚାକିରୀ । ବିଜ୍ଞାନ ପ୍ରତି ଅନେକ ଙ୍କ ରୁଚି ରହିଥାଏ । ମହାକାଶ ଗବେଷଣା କ୍ଷେତ୍ରରେ ଚାକିରୀ କରିବା ପାଇଁ ଅନେକଙ୍କ ସ୍ୱପ୍ନ ମଧ୍ୟ ରହିଥାଏ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ସଂସ୍ଥା ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (ନାସା), ଋଷିଆର (ଆରକେଏ) , ଇଉରୋପର (ଇସା), ଚୀନର (ସିନଏସଏ ) ଏବଂ ଜାପାନର (ଜେଏଏକ୍ସଏ) । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା – ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ । ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀରେ ଅନେକ ଲୋକ ଚାକିରୀ କରନ୍ତି । ଅନେକ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ” ଲାଇଟ୍ ଭେଇକେଲ୍ ଡ୍ରାଇଭର ” ପାଇଁ ବାହାରିଛି ବିଜ୍ଞପ୍ତି ।

 

ଆବେଦନ କରିବାର ଶେଷ ତାରିଖ – ୨୪ – ୦୪ – ୨୦୨୩

 

ପଦବୀ –  ଲାଇଟ୍ ଭେଇକେଲ୍ ଡ୍ରାଇଭର୍ 

 

ଦରମା –  ୧୯,୯୦୦ ଟଙ୍କା ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।

ISRO Light Vehicle Driver vacancy 2023

 

ଏହି ଲିଙ୍କ୍‌କୁ ଯାଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ବିଷୟରେ ଅନେକ ତଥ୍ୟ ପାଇପାରିବେ  – 

https://www.iprc.gov.in/iprc/index.html

ISRO Light Vehicle Driver vacancy 2023

ଶିକ୍ଷାଗତ ଯୋଗ୍ୟତା – 

ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦଶମ ପାସ୍ କରିଥିବା ଦରକାର ।

ISRO Light Vehicle Driver vacancy 2023

ବୟସ ସୀମା – 

ସର୍ବନିମ୍ନ – ୧୮ ବର୍ଷ

ସର୍ବାଧିକ – ୩୫ ବର୍ଷ

ISRO Light Vehicle Driver vacancy 2023

କିପରି ହେବ ସିଲେକସନ୍ –

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

୫୦୦ ଟଙ୍କା ଅନଲାଇନ୍ ରେ ଦେବାକୁ ପଡିବ ।

ISRO Light Vehicle Driver vacancy 2023

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.isro.gov.in/media_isro/pdf/recruitmentNotice/2023_March/DetailedNotificationEnglish.pdf

 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

https://career.iprc.gov.in/LVD2023/page1.jsp?advtno=IPRC/RMT/2023/01&postno=030&postcode=Light%20Vehicle%20Driver%20A

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )