Saturday 27th April 2024
ଅନୁଗୁଳ ଜିଲ୍ଲାରେ ୩୪ ସ୍କୁଲ୍ ରେ ବାହାରିଛି ଶିକ୍ଷକ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଅନୁଗୁଳ ଜିଲ୍ଲାରେ ୩୪ ସ୍କୁଲ୍ ରେ ବାହାରିଛି ଶିକ୍ଷକ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶାର ଅନୁଗୁଳ ଜିଲ୍ଲାରେ ଅନେକ ସ୍କୁଲ୍ ରହିଛି । ସ୍କୁଲ୍ ରେ  ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ପ୍ରଥମ ରୁ ସପ୍ତମ , ଅଷ୍ଟମ ରୁ ଦଶମ ଏବଂ ଏକାଦଶ ରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷକ ପାଇଁ ଚାକିରୀ ବାହାରିଛି ।  ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।

ଆବେଦନ କରିବାର ଶେଷ ତାରିଖ –  ୦୯/୦୬/୨୦୨୩

 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଅନୁଗୁଳ ଜିଲ୍ଲା

 

ପଦବୀ ର ନାମ

  • ପ୍ରଥମ ରୁ ସପ୍ତମ ଶ୍ରେଣୀ ଶିକ୍ଷକ
  • ଅଷ୍ଟମ ରୁ ଦଶମ ଶ୍ରେଣୀ ଶିକ୍ଷକ 
  • ଏକାଦଶ ରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷକ

Angul District Guest Teachers for Multiple Vacancies 2023 !

ଶିକ୍ଷାଗତ ଯୋଗ୍ୟତା –

Angul District Guest Teachers for Multiple Vacancies 2023 !

 

 

ଅନୁଗୁଳ ଜିଲ୍ଲା ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://angul.nic.in/

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar

    I’m interested for teacher job from anugul
    +3 final year central Sanskrit University from Puri

  • Disqus (0 )