Saturday 27th July 2024
ଢେଙ୍କାନାଳ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ ! ଶୀଘ୍ର ଆବେଦନ କରନ୍ତୁ !

ଢେଙ୍କାନାଳ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ ! ଶୀଘ୍ର ଆବେଦନ କରନ୍ତୁ !

ଢେଙ୍କାନାଳ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । ଢେଙ୍କାନାଳ ଜିଲ୍ଲାର ବଲାଣି ଗ୍ରାମ ପଞ୍ଚାୟତରେ ସି.ଆର.ପି ସିଏମ୍ ଏବଂ ଏମ୍.ବି.କେ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

ଆବେଦନ କରିବାର ଶେଷ ତାରିଖ  – ୧୯/୦୬/୨୦୨୩

ପଦବୀ – 

  •   ସି.ଆର.ପି ସିଏମ୍
  • ଏମ୍.ବି.କେ 

 

ଦରମା –

  • ସି.ଆର.ପି ସିଏମ୍ – ୩,୦୦୦ ଟଙ୍କା
  • ଏମ୍.ବି.କେ – ୬,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ଢେଙ୍କାନାଳ ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://dhenkanal.nic.in/

ଶିକ୍ଷାଗତ ଯୋଗ୍ୟତା – 

  • ସି.ଆର.ପି ସିଏମ୍ – ଦଶମ ପାସ୍
  • ଏମ୍.ବି.କେ – +୨ ପାସ୍

Dhenkanal ,CDP Office CRP-CM & MBK vacancy ! 10th & +2 !

 

ବୟସ ସୀମା – 

୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।

 

ବ୍ଲକ ସ୍ତରୀୟ ମହାସଂଙ୍ଘ କାର୍ଯାଳୟରେ ଆବେଦନ କରିପାରିବେ ।

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification & offline form ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )