Thursday 28th March 2024
ମହିଳା ଏବଂ ଶିଶୁ ବିକାଶ ବିଭାଗ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ ! ଅଷ୍ଟମ ପାସ୍ ରୁ ପିଜି ପାସ୍ ପର୍ଯ୍ୟନ୍ତ କରିପାରିବେ ଆବେଦନ !

ମହିଳା ଏବଂ ଶିଶୁ ବିକାଶ ବିଭାଗ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ ! ଅଷ୍ଟମ ପାସ୍ ରୁ ପିଜି ପାସ୍ ପର୍ଯ୍ୟନ୍ତ କରିପାରିବେ ଆବେଦନ !

ମହିଳା ଏବଂ ଶିଶୁ ବିକାଶ ବିଭାଗ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ । ଅଷ୍ଟମ ଶ୍ରେଣୀ ପାସ୍ ଙ୍କ ପାଇଁ କିଛି ପଦବୀ ବାହାରିଛି ଏବଂ ପିଜି ପାସ୍ ଙ୍କ ପାଇଁ ମଧ୍ୟ କିଛି ପଦବୀ ବାହାରିଛି । ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।

ଆବେଦନ କରିବାର ଶେଷ ତାରିଖ – ୨୧/୦୬/୨୦୨୩

 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଅବଜର ଭେସନ୍ ହୋମ୍  ( ଖୋର୍ଦ୍ଧା , ଓଡିଶା )

 

ପଦବୀ ର ନାମ

  • ଅଫିସର ଇନ୍ ଚାର୍ଜ
  • କାଉନ୍ ସେଲର୍
  • ପ୍ରୋବେସନ୍ ଅଫିସର
  • ହାଉସ୍ ଫାଦର
  • ପାରାମେଡିକାଲ୍ ଷ୍ଟାପ୍
  • ଷ୍ଟୋର କିପର କମ୍ ଆକାଉଣ୍ଟାଣ୍ଟ୍
  • କୁକ୍
  • ହେଲପର କମ୍ ନାଇଟ୍ ଓ୍ୱାଚ୍ ମ୍ୟାନ୍
  • ହାଉସ୍ କିପର୍

 

ଦରମା –

  • ଅଫିସର ଇନ୍ ଚାର୍ଜ – ୩୩,୧୦୦ ଟଙ୍କା
  • କାଉନ୍ ସେଲର୍ – ୨୩,୧୭୦ ଟଙ୍କା
  • ପ୍ରୋବେସନ୍ ଅଫିସର – ୨୩,୧୦୦ ଟଙ୍କା
  • ହାଉସ୍ ଫାଦର – ୧୪,୫୬୪ ଟଙ୍କା
  • ପାରାମେଡିକାଲ୍ ଷ୍ଟାପ୍ – ୧୧,୯୧୬ ଟଙ୍କା
  • ଷ୍ଟୋର କିପର କମ୍ ଆକାଉଣ୍ଟାଣ୍ଟ୍ – ୧୮,୫୩୬ ଟଙ୍କା
  • କୁକ୍ – ୯,୯୩୦ ଟଙ୍କା
  • ହେଲପର କମ୍ ନାଇଟ୍ ଓ୍ୱାଚ୍ ମ୍ୟାନ୍ – ୭,୯୪୪ ଟଙ୍କା
  • ହାଉସ୍ କିପର୍ – ୭,୯୪୪ ଟଙ୍କା 

 

ଶିକ୍ଷାଗତ ଯୋଗ୍ୟତା –

ମହିଳା ଏବଂ ଶିଶୁ ବିକାଶ ବିଭାଗ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://wcd.odisha.gov.in/

 

ବୟସ ସୀମା – 

  • ୨୧ ବର୍ଷରୁ ୪୫ ବର୍ଷ
  • ୪୫ ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

 

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Swapna behera 10 months

    Yas

  • Disqus ( )