Friday 29th March 2024
ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଖୋର୍ଦ୍ଧାରେ ବାହାରିଛି ଚାକିରୀ !

ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଖୋର୍ଦ୍ଧାରେ ବାହାରିଛି ଚାକିରୀ !

ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତିଆରି ହୋଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)। ଓଏଭିଏସ୍  ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ , ବିଶେଷ କରି ଅର୍ଦ୍ଧ ସହରୀ , ଗ୍ରାମାଞ୍ଚଳ ଏବଂ  ସାରା ରାଜ୍ୟ ର ଛାତ୍ରଛାତ୍ରୀ ଏଠାରେ ଉପକୃତ ହେଉଛନ୍ତି ।  ଓଏଭିଏସ୍ ର ପୂର୍ଣ୍ଣନାମ ହେଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ । ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ତା ସହ ଛାତ୍ରଛାତ୍ରୀ ଙ୍କ ସ୍କିଲ୍ ଡେଭେଲପ କରିବା । ଓଡିଶାର ଆଦର୍ଶ ବିଦ୍ୟାଳୟ ୩୧୪ ଟି ବ୍ଲକ୍ ରେ  ସ୍ଥାପିତ ହୋଇଛି । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷା ପ୍ରଦାନ କରୁଛି । ଛୋଟ ସହର ଓ ଗାଁ ର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବା ଏବଂ ରାଜ୍ୟର ସୂଦୁର ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ । ଓଡିଶାର ଆଦର୍ଶ ବିଦ୍ୟାଳୟରେ ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାର କରିଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।

ଆବେଦନ କରିବାର ଶେଷ ତାରିଖ – ୦୯ /୦୬/୨୦୨୩

 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଆଦର୍ଶ ବିଦ୍ୟାଳୟ  ( ଖୋର୍ଦ୍ଧା , ଓଡିଶା )

 

ପଦବୀ ର ନାମ

  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ

 

ଦରମା –

  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ –  ୨୦,୦୦୦ ଟଙ୍କା

 

ଶିକ୍ଷାଗତ ଯୋଗ୍ୟତା –

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://oav.edu.in/

Odisha Adarsh Vidyalay Khordha TGT vacancy 2023 !

ବୟସ ସୀମା – 

  • ୬୫  ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

 

ଆବେଦନ କରିବା ପାଇଁ କୁ ରିଜ୍ୟୁମ୍ ଟିକୁ ଇ-ମେଲ୍ କରନ୍ତୁ –

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )