Friday 26th April 2024
ଓଡିଶାରେ ଏୟାରଟେଲ୍ କମ୍ପାନୀରେ ମ୍ୟାନେଜର ପଦବୀରେ ଚାକିରୀ କରିବାର ସୁଯୋଗ ! MBA କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶାରେ ଏୟାରଟେଲ୍ କମ୍ପାନୀରେ ମ୍ୟାନେଜର ପଦବୀରେ ଚାକିରୀ କରିବାର ସୁଯୋଗ ! MBA କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭାରତୀ ଏୟାରଟେଲ୍ ଲିମିଟେଡ୍ ଘରେ ଘରେ ଏୟାରଟେଲ୍ ନାଁ ରେ ପରିଚିତ ।  ଭାରତରେ ଟେଲିକମ୍ୟୁନିକେସନ୍ ଇଣ୍ଡଷ୍ଟ୍ରି ରେ ଏୟାରଟେଲ୍ ଏକ ବଢ କମ୍ପାନୀ । ଏହା ସାଉଥ୍ ଏସିଆ  ଏବଂ ଆଫ୍ରିକା ର  ୧୮ ଟି ଦେଶରେ ତାର ସେବା ଯୋଗାଉଛି । ଏୟାରଟେଲ୍ ବିଭିନ୍ନ ଛୋଟ ବଡ ଦ୍ୱୀପପୁଞ୍ଜରେ ମଧ୍ୟ କାର୍ଯ୍ୟ କରେ ଏବଂ ତାର ସେବା ଗ୍ରାହକ ମାନଙ୍କୁ ଉତ୍ତମ ରୁପରେ ପହଞ୍ଚାଇଥାଏ । ବର୍ତ୍ତମାନ ଏୟାରଟେଲ୍ ସମଗ୍ର ଭାରତରେ 4G ଏବଂ 4G+ ସେବା ପ୍ରଦାନ କରୁଛି ଏବଂ କିଛି ସହରରେ 5G ସେବା ଯୋଗାଇଦେବା ପାଇଁ ମନୋନୀତ ହୋଇଛି ।

ନୋଟିଫିକେସନ୍ ବାହାରିବା ର ଦିନ – ୨୧ / ୦୩ / ୨୦୨୩ 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବା ର ସ୍ଥାନ –  ଭାରତୀ ଏୟାରଟେଲ୍ ଲିମିଟେଡ୍, ଭୁବନେଶ୍ୱର , ଓଡିଶା

 

ପୋଷ୍ଟ୍ ର ନାମ –    ଟେରିଟୋରି  ମ୍ୟାନେଜର (ଟିଏମ୍)

 

ଏହି ଲିଙ୍କରେ କ୍ଲିକ୍ କଲେ ଭାରତୀ ଏୟାରଟେଲ୍ ଲିମିଟେଡ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ –

https://www.airtel.in/

ଶିକ୍ଷାଗତ ଯୋଗ୍ୟତା – 

୧) ଫୁଲ୍ ଟାଇମ୍ ଗ୍ରାଜୁଏଟ୍

୨) ଏମବିଏ ବା ମାଷ୍ଟର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ୍ 

କିମ୍ବା

୩) ପିଜିଡିଏମ୍ ବା ପୋଷ୍ଟ୍ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଣ୍ଟ୍

ଅଭିଜ୍ଞତା –

୧) ୨ ରୁ ୬ ବର୍ଷ ର ସେଲ୍ସ  ଏକ୍ସପେରିଏନ୍ସ

୨) ଏଫଏମସିଜି ଏବଂ ଟେଲିକମ୍ ରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ  

 

ଚାକିରୀରେ କଣ ରହିବ ଦାଇତ୍ୱ –

୧) ନିର୍ଦ୍ଦିଷ୍ଟ ଅଞ୍ଚଳରେ ଡିଟିଏଚ୍ ବିକ୍ରୟ ଆଉଟଲେଟ୍ ବୃଦ୍ଧି କରିବା । ବଣ୍ଟନ ଏବଂ ବିକ୍ରୟ କରି ନେଟୱାର୍କକୁ ମଜବୁତ କରିବା । 

୨) ରିଚାର୍ଜର ଉପଲବ୍ଧତା ନିଶ୍ଚିତ କରିବାକୁ ପଡିବ । ଯାହା ଦ୍ୱାରା ଗ୍ରାହକମାନେ ଯଥେଷ୍ଟ ସେବା ପାଇପାରିବେ ।

୩) ମାର୍କେଟ ର ଡେମୋଗ୍ରାଫିକ୍ ଏବଂ ଡ୍ରାଇଭ ସେଲ୍ସ ଷ୍ଟ୍ରାଟେଜି ବୁଝିବାକୁ ପଡିବ ।

୪) ବେସିକ୍  ଡିଷ୍ଟ୍ରିବୁସନ୍ କୁ ଡ୍ରାଇଭ୍ କରିବା ଏବଂ ସ୍ୱଚ୍ଛତା ପାରାମିଟରଗୁଡିକୁ ମେଣ୍ଟେନ୍ କରିବା । ଯେପରିକି ଡିଟିଏଚ୍ ଆକ୍ଟିଭ୍ ଆଉଟଲେଟ୍, ପ୍ରଭାବଶାଳୀ କଭରେଜ୍ ଏବଂ କାରବାର ଆଉଟଲେଟ୍ କଥା ପରିଚାଳନା କରିବା ।

୫) ସଂଗଠିତ ବାଣିଜ୍ୟ କାର୍ଯ୍ୟକଳାପ ମାଧ୍ୟମରେ ବ୍ରାଣ୍ଡ୍ ଭିଜିବିଲିଟି ନିଶ୍ଚିତ କରିବାକୁ ପଡିବ । 

୬) ପ୍ରକ୍ରିୟାଗୁଡ଼ିକର ଅନୁପାଳନ ନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ଏସଏଲଏ ପୂରଣ ହୋଇଛି କି ନାହିଁ ନିଶ୍ଚିତ କରିବାକୁ ପଡିବ । 

୭) ସଂରଚନା ଏବଂ ପ୍ରମୁଖ ଉପାଦାନଗୁଡ଼ିକର ସଂସ୍ଥାପନ କରିବା । ସେହି ଉପାଦାନଗୁଡିକର ସେବା ଏବଂ ମରାମତି ପାଇଁ ଦଳକୁ ପରିଚାଳନା କରିବା । ସଠିକ୍ ସ୍ଥାପନ ପ୍ରକ୍ରିୟା ଉପରେ ସେମାନଙ୍କୁ ନିର୍ଦ୍ଦେଶ ଦେବା । 

 

କେଉଁ ଦକ୍ଷତାର ଆବଶ୍ୟକତା ରହିଛି –

୧) ଆନାଲିଟିକାଲ୍ ସ୍କିଲ୍

୨) ପରାମର୍ଶ, ସୁବିଧା , ବୁଝାମଣା ଏବଂ ବିକ୍ରୟ କୌଶଳ

୩) ଉଦ୍ୟୋଗ ଏବଂ ଉଦ୍ୟୋଗୀ ଦକ୍ଷତା 

୪) ନେତୃତ୍ୱ ଏବଂ ଲୋକ ପରିଚାଳନା ର ଦକ୍ଷତା 

୫) ବେସିକ୍ କମ୍ପ୍ୟୁଟର ଲିଟିରେସି – ଏମଏସ୍ ଅଫିସ୍ , ଏକ୍ସଏଲ୍ ଏବଂ ଆଉଟ୍ ଲୁକ୍ 

୬) ଅଭିବୃଦ୍ଧିର ଉପଯୁକ୍ତ ପରିଚାଳନା କରିବା 

୭) ସମସ୍ୟାର ଠିକ ସମୟରେ ସମାଧାନ କରିବା

୮) ସହଭାଗୀ ପରିଚାଳନା ଦକ୍ଷତା

୯) ବିକ୍ରୟ କୌଶଳ 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/ezev

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Rajendrajena 1 year

    Hii

  • Disqus (0 )