Sunday 28th April 2024
ଗୋଟିଏ ଇଣ୍ଟରଭ୍ୟୁ ପରେ ଭାରତୀୟ ରେଳରେ ମାସକୁ ୩୦,୦୦୦ ଟଙ୍କାରେ ଚାକିରୀ କରିବାର ସୁଯୋଗ !

ଗୋଟିଏ ଇଣ୍ଟରଭ୍ୟୁ ପରେ ଭାରତୀୟ ରେଳରେ ମାସକୁ ୩୦,୦୦୦ ଟଙ୍କାରେ ଚାକିରୀ କରିବାର ସୁଯୋଗ !

ଭାରତୀୟ ରେଳରେ ଚାକିରୀ କରିବାପାଇଁ ଇଚ୍ଛା ରଖୁଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ଆସିଛି ଖୁସିଖବର । ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ବା ଆଇଆରସିଟିସି ରେ ବାହାରିଛି ହସପିଟାଲିଟି ମନିଟର ଚାକିରୀ । ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ହେଉଛି ଏକ ଭାରତୀୟ ସାର୍ବଜନୀନ କ୍ଷେତ୍ର ଯାହାକି ଭାରତୀୟ ରେଳବାଇ ପାଇଁ ଟିକେଟ୍, କ୍ୟାଟରିଂ ଏବଂ ପର୍ଯ୍ୟଟନ ସେବା ଯୋଗାଇଥାଏ । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ – ହସ୍ପିଟାଲିଟି ମନିଟର

 

ଦରମା – ମାସକୁ ୩୦,୦୦୦ ଟଙ୍କା

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ବା ଆଇଆରସିଟିସି  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.irctc.com/index.html

IRCTC Recruitment of Hospitality Monitors

ଶିକ୍ଷାଗତ ଯୋଗ୍ୟତା –

୧) ହସ୍ପିଟାଲିଟି ଏବଂ ହୋଟେଲ୍ ଆଡମିନିଷ୍ଟ୍ରେସନ୍ ରେ ଗ୍ରାଜୁଏଟ୍ ହୋଇଥିବା ଦରକାର ବା ସ୍ନାତକ ପାସ୍ କରିଥିବା ଦରକାର ।

କିମ୍ବା

୨) ବିବିଏ କିମ୍ବା ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ( ଏମବିଏ )

IRCTC Recruitment of Hospitality Monitors ! B.Sc/ BBA/ MBA !

ବୟସ ସୀମା –

୨୮ ବର୍ଷରୁ ଅଧିକ ବୟସ ହେଇଥିଲେ ଆବେଦନ କରିପାରିବେ ନାହିଁ ।

 

ଇଣ୍ଟରଭ୍ୟୁ ର ସ୍ଥାନ –

ଆଦେଦନ କରିବା ପାଇଁ ଫର୍ମ ଡାଉନଲୋଡ୍ କରି ଇଣ୍ଟରଭ୍ୟୁକୁ ଯିବାକୁ ପଡିବ । 

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

Notification-IRCTC-Hospitality-Monitor-Posts

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )