Saturday 27th April 2024
ଇଞ୍ଜିନିୟର ପଦବୀ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ବାହାରକରିଛି ବିଜ୍ଞପ୍ତି ! ଇଞ୍ଜିନିୟରିଂ ପଢିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଇଞ୍ଜିନିୟର ପଦବୀ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ବାହାରକରିଛି ବିଜ୍ଞପ୍ତି ! ଇଞ୍ଜିନିୟରିଂ ପଢିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆଦିତ୍ୟ ବିର୍ଲା ଗ୍ରୁପ୍ ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ମିଶ୍ରିତ କମ୍ପାନୀ । ଯାହାର ମୁଖ୍ୟ କାର୍ଯ୍ୟାଳୟ  ମୁମ୍ବାଇରେ ଅବସ୍ଥିତ । ଆଦିତ୍ୟ ବିର୍ଲା ଗ୍ରୁପ୍  ୧୦୦ ଟି ଦେଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ୧,୪୦,୦୦୦ ରୁ ଅଧିକ କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଛି । ୧୮୫୭ ମସିହାରେ ସେଠ୍ ଶିବ ନାରାୟଣ ବିର୍ଲାଙ୍କ ଦ୍ୱାରା ଏହି ଗୋଷ୍ଠୀ ପ୍ରତିଷ୍ଠା କରାଯାଇଥିଲା । ଆଦିତ୍ୟ ବିର୍ଲା ଗ୍ରୁପ୍ ରେ ଓଡିଶାରେ ଅନେକ ଗୁଡିଏ କର୍ମଚାରୀ କାମ କରୁଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ଅନେକଥର ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ଓଡିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍  ଇଞ୍ଜିନିୟର ପାଇଁ ବିଜ୍ଞପ୍ତି ବାହାର କରିଛି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ –

  • ଇଞ୍ଜିନିୟର

 

ଏହି ଲିଙ୍କ୍ କୁ ଯାଇ ଆଦିତ୍ୟ ବିର୍ଲା ଗ୍ରୁପ୍ ବିଷୟରେ ଅଧିକ ଜାଣିପାରିବେ –

https://www.adityabirla.com/

Aditya Birla Group Legal Officer Vacancy

ଶିକ୍ଷାଗତ ଯୋଗ୍ୟତା  – 

  • ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Click Here ( Apply )

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )