Friday 26th April 2024
ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ !

ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ !

ସୁନ୍ଦରଗଡ ଜିଲ୍ଲାରେ ଦଶମ ଏବଂ +୨ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସି.ଆର.ପି ସିଏମ୍  ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

 

ଆବେଦନ କରିବାର ଶେଷ ତାରିଖ  – ୨୬/୦୬/୨୦୨୩

 

 

ପଦବୀ – 

  • ସି.ଆର.ପି ସିଏମ୍

 

ଦରମା –

  • ସି.ଆର.ପି ସିଏମ୍ – ୩,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ସୁନ୍ଦରଗଡ ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://sundergarh.nic.in/

Sundargarh, CRP-CM community support staffs vacancy ! Sundargarh, CRP-CM community support staffs vacancy ! Sundargarh, CRP-CM community support staffs vacancy !

Sundargarh, CRP-CM community support staffs vacancy !

ଶିକ୍ଷାଗତ ଯୋଗ୍ୟତା – 

  • ସି.ଆର.ପି ସିଏମ୍ – ଦଶମ ପାସ୍

ବୟସ ସୀମା – 

୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।

 

ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ରେ  ଆବେଦନ କରିପାରିବେ ।

 

ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification 1 & offline form ( Click Here)

 

Notification 2 & offline form ( Click Here)

 

Notification 3 & offline form ( Click Here)

 

Notification 4 & offline form ( Click Here)

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )