
ରାଉରକେଲା ଫରେଷ୍ଟ ଡିଭିଜନରେ ବିଭିନ୍ନ ବିଭାଗରେ ବାହାରିଛି ଚାକିରୀ ! ଶ୍ରୀଘ୍ର ଆବେଦନ କରନ୍ତୁ !
ସୁନ୍ଦରଗଡ ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ । ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଫରେଷ୍ଟ ଡିଭିଜନରେ ବିଭିନ୍ନ ବିଭାଗରେ ଚାକିରୀ ପାଇଁ ବିଜ୍ଞପ୍ତି ବାହାରିଛି । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ବିଭିନ୍ନ ସ୍ତରର ଚାକିରୀ ପାଇଁ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ବାହାରକରିଛି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ – ୦୬/୦୭/୨୦୨୩
ପଦବୀ –
- ଆଟେଣ୍ଡାଣ୍ଟସ୍
- ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍
- ଭେଟେନାରୀ ଅଫିସର
ଦରମା –
- ଆଟେଣ୍ଡାଣ୍ଟସ୍ – ୧୫,୦୦୦ ଟଙ୍କା
- ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍ – ୨୫,୦୦୦ ଟଙ୍କା
- ଭେଟେନାରୀ ଅଫିସର – ୬୫,୦୦୦ ଟଙ୍କା
ଏହି ଲିଙ୍କ୍କୁ ଯାଇ ସୁନ୍ଦରଗଡ ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
- ଆଟେଣ୍ଡାଣ୍ଟସ୍ – ଦଶମ ପାସ୍
- ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍ – +୨ ବିଜ୍ଞାନ
- ଭେଟେନାରୀ ଅଫିସର – ଭିଏ ସାଇନ୍ସ ଏବଂ ଏ.ଏଚ୍
ବୟସ ସୀମା –
୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।
ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
Notification & offline form ( Click Here)
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Ok
Sir +2 ates karichi and ma age.19