Friday 19th July 2024
ରାଉରକେଲା ଫରେଷ୍ଟ ଡିଭିଜନରେ ବିଭିନ୍ନ ବିଭାଗରେ ବାହାରିଛି ଚାକିରୀ ! ଶ୍ରୀଘ୍ର ଆବେଦନ କରନ୍ତୁ !

ରାଉରକେଲା ଫରେଷ୍ଟ ଡିଭିଜନରେ ବିଭିନ୍ନ ବିଭାଗରେ ବାହାରିଛି ଚାକିରୀ ! ଶ୍ରୀଘ୍ର ଆବେଦନ କରନ୍ତୁ !

ସୁନ୍ଦରଗଡ ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ । ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଫରେଷ୍ଟ ଡିଭିଜନରେ ବିଭିନ୍ନ ବିଭାଗରେ ଚାକିରୀ ପାଇଁ ବିଜ୍ଞପ୍ତି ବାହାରିଛି । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ବିଭିନ୍ନ ସ୍ତରର ଚାକିରୀ ପାଇଁ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ବାହାରକରିଛି । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

ଆବେଦନ କରିବାର ଶେଷ ତାରିଖ  – ୦୬/୦୭/୨୦୨୩

Rourkela, Walk- In-Interview vacancy ! Office Of The DFO !

 

ପଦବୀ – 

  • ଆଟେଣ୍ଡାଣ୍ଟସ୍
  • ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍
  • ଭେଟେନାରୀ ଅଫିସର

 

ଦରମା –

  • ଆଟେଣ୍ଡାଣ୍ଟସ୍ – ୧୫,୦୦୦ ଟଙ୍କା
  • ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍ – ୨୫,୦୦୦ ଟଙ୍କା
  • ଭେଟେନାରୀ ଅଫିସର – ୬୫,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ସୁନ୍ଦରଗଡ ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://sundergarh.nic.in/

 

ଶିକ୍ଷାଗତ ଯୋଗ୍ୟତା – 

  • ଆଟେଣ୍ଡାଣ୍ଟସ୍ – ଦଶମ ପାସ୍
  • ଲାଇଭ୍ ଷ୍ଟକ୍ ଆସିଷ୍ଟାଣ୍ଡ୍ – +୨  ବିଜ୍ଞାନ
  • ଭେଟେନାରୀ ଅଫିସର – ଭିଏ ସାଇନ୍ସ ଏବଂ ଏ.ଏଚ୍

Rourkela, Walk- In-Interview vacancy ! Office Of The DFO !

 

ବୟସ ସୀମା – 

୧୮ ବର୍ଷରୁ ଉର୍ଦ୍ଧ ହେଇଥିବା ଆବଶ୍ୟକ ।

 

ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification  & offline form ( Click Here)

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
  • comment-avatar
    Laxman barik 1 year

    Sir +2 ates karichi and ma age.19

  • Disqus (0 )