Sunday 28th April 2024
ମୟୂରଭଞ୍ଜ ଜିଲ୍ଲାରେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାରକରିଛି ବିଜ୍ଞପ୍ତି !

ମୟୂରଭଞ୍ଜ ଜିଲ୍ଲାରେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାରକରିଛି ବିଜ୍ଞପ୍ତି !

ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ତା ସହ ଛାତ୍ରଛାତ୍ରୀ ଙ୍କ ସ୍କିଲ୍ ଡେଭେଲପ କରିବା ।ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତିଆରି ହୋଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)। ଓଏଭିଏସ୍  ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ , ବିଶେଷ କରି ଅର୍ଦ୍ଧ ସହରୀ , ଗ୍ରାମାଞ୍ଚଳ ଏବଂ  ସାରା ରାଜ୍ୟ ର ଛାତ୍ରଛାତ୍ରୀ ଏଠାରେ ଉପକୃତ ହେଉଛନ୍ତି ।  ଓଏଭିଏସ୍ ର ପୂର୍ଣ୍ଣନାମ ହେଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ । ଓଡିଶାର ଆଦର୍ଶ ବିଦ୍ୟାଳୟ ୩୧୪ ଟି ବ୍ଲକ୍ ରେ  ସ୍ଥାପିତ ହୋଇଛି । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷା ପ୍ରଦାନ କରୁଛି । ଛୋଟ ସହର ଓ ଗାଁ ର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତ ଶିକ୍ଷା ସହିତ ଯୋଡ଼ିବା ଏବଂ ରାଜ୍ୟର ସୂଦୁର ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ଆଦର୍ଶ ବିଦ୍ୟାଳୟର ମୂଳ ଲକ୍ଷ୍ୟ । ଓଡିଶାର ଆଦର୍ଶ ବିଦ୍ୟାଳୟରେ ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ଏବେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାର କରିଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।

ଆବେଦନ କରିବାର ଶେଷ ତାରିଖ – ୧୮/୦୬/୨୦୨୩

Odisha Adarsh Vidyalay Mayurbhanj TGT vacancy Apply !

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଆଦର୍ଶ ବିଦ୍ୟାଳୟ  ( ମୟୂରଭଞ୍ଜ , ଓଡିଶା )

 

ପଦବୀ ର ନାମ

  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ

 

ଦରମା –

  • ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ –  ୨୦,୦୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା –

Odisha Adarsh Vidyalay Mayurbhanj TGT vacancy Apply ! Odisha Adarsh Vidyalay Mayurbhanj TGT vacancy Apply !

 

 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://oav.edu.in/

Odisha Adarsh Vidyalay Mayurbhanj TGT vacancy Apply !

ବୟସ ସୀମା – 

  • ୧୮ ରୁ ୬୫ ବର୍ଷ ।
  • ୬୫  ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

 

ଆବେଦନ କରିବା ପାଇଁ କୁ ରିଜ୍ୟୁମ୍ ଟିକୁ ଇ-ମେଲ୍ କରନ୍ତୁ –

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )