Thursday 25th April 2024
+୨ ପାସ୍ କରିଥିଲେ ବି କରିପାରିବେ ସେଣ୍ଟ୍ରାଲ୍ ଗଭର୍ନମେଣ୍ଟ୍ ଚାକିରୀ ! ୧୮୫ ଟି ଷ୍ଟେନୋଗ୍ରାଫର୍ ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି !

+୨ ପାସ୍ କରିଥିଲେ ବି କରିପାରିବେ ସେଣ୍ଟ୍ରାଲ୍ ଗଭର୍ନମେଣ୍ଟ୍ ଚାକିରୀ ! ୧୮୫ ଟି ଷ୍ଟେନୋଗ୍ରାଫର୍ ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି !

ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ବା ଭାରତ ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଦୁଇଟି ମୁଖ୍ୟ ସାମାଜିକ ସୁରକ୍ଷା ସଂଗଠନ ମଧ୍ୟରୁ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ଅନ୍ୟତମ । ଏହା ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍ ଲେବର ଆଣ୍ଡ୍ ଏମ୍ପଲୟମେଣ୍ଟ୍ ଅଧୀନରେ କାମ କରେ ।  ଭାରତରେ ପ୍ରୋଭିଡେଣ୍ଟ୍ ପାଣ୍ଠି ବା ପ୍ରୋଭିଡେଣ୍ଟ୍ ଫଣ୍ଡ୍ କୁ ପରିଚାଳନା କରିବା ଏବଂ ଏମ୍ପଲୟ ମାନଙ୍କର ଷ୍ଟେଟ୍ ଇନସ୍ୟୁରେନ୍ସ  ମ୍ୟାନେଜମେଣ୍ଟ୍ ରେ କାର୍ଯ୍ୟକରିଥାଏ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ।ଭାରତ ସରକାରଙ୍କ ଅନେକ ସମୟରେ ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀ କୁ ନେଇ ବାହାରେ ବିଜ୍ଞପ୍ତି । ତେବେ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ରେ ବିଭିନ୍ନ ବିଭାଗ ରହିଛି । ଯେଉଁଠି ଅନେକ ବର୍ଗ ର କର୍ମଚାରୀ କାମ କରୁଛନ୍ତି । ଅନେକ ସମୟରେ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ଷ୍ଟେନୋଗ୍ରାଫର୍ ପାଇଁ ବାହାରିଛି ବିଜ୍ଞପ୍ତି ।

ଆବେଦନ କରିବାର ଶେଷ ତାରିଖ – ୨୬ – ୦୪ – ୨୦୨୩

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ – ଷ୍ଟେନୋଗ୍ରାଫର୍

 

ପୋଷ୍ଟ୍ ସଂଖ୍ୟା – ୧୮୫ ଟି ପୋଷ୍ଟ୍

 

 ଓଡିଶାରେ କେଉଁ ସ୍ଥାନରେ ହେବ ପରୀକ୍ଷା କେନ୍ଦ୍ର ? –

 

ଏହି ଲିଙ୍କ୍‌କୁ ଯାଇ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://www.epfindia.gov.in/site_en/index.php

ଶିକ୍ଷାଗତ ଯୋଗ୍ୟତା – 

୧) ଏହି ପଦବୀରେ ଆବେଦନ କରିବା ପାଇଁ +୨ ପାସ୍ କିମ୍ବା ଦ୍ୱାଦଶ ପାସ୍ କରିଥିବା ବାଧ୍ୟତାମୂଳକ ଅଟେ ।

ବୟସ ସୀମା –

ସର୍ବନିମ୍ନ ୧୮ ବର୍ଷ

ସର୍ବାଧିକ ୨୭ ବର୍ଷ

ଦରମା – ୨୫,୫୦୦  ରୁ  ୮୧,୧୦୦ ଟଙ୍କା

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି ପ୍ରାର୍ଥି ପାଇଁ – ୭୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି କିମ୍ବା ଏକ୍ସ ସର୍ଭିସ୍ ମ୍ୟାନ୍ ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://examinationservices.nic.in/recsys23/root/Home.aspx?enc=ocjqPDccKz5AEM42uyJ4HarOpsUxethQRF4DzXgN3DsoXRQqdXM58mNWD0ZpdzYK

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

https://www.epfindia.gov.in/site_docs/PDFs/Recruitments_PDFs/Advertisement_for_Stenographer(Gr.C)_24032023.pdf

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )