Thursday 25th April 2024
ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ବେଲ୍ ବୟ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଯେକୌଣସି ଯୋଗ୍ୟତା ଥିଲେ ମଧ୍ୟ ଆବେଦନ କରିପାରିବେ !

ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ବେଲ୍ ବୟ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଯେକୌଣସି ଯୋଗ୍ୟତା ଥିଲେ ମଧ୍ୟ ଆବେଦନ କରିପାରିବେ !

ଭୁବନେଶ୍ୱର ର ଏକ ନାମି ଦାମି ଫାଇଭ୍ ଷ୍ଟାର ହୋଟେଲ୍ ରେ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍  ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ସ୍ୱସ୍ତି ପ୍ରିମିୟମ୍ ର  ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍  ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ  ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । 


ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ପଦବୀ ର ନାମ –  ବେଲ୍ ବୟ  ( ପୁରୁଷ )

 

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର  ସ୍ୱସ୍ତି  ପ୍ରିମିୟମ ହୋଟେଲ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ  –

https://www.swostihotels.com/

ଶିକ୍ଷାଗତ ଯୋଗ୍ୟତା –

୧) ଦଶମ ଯାଏ ପଢିଥିଲେ ବି ଆବେଦନ କରିପାରିବେ ।

୨) ଏହି ପୋଷ୍ଟ ପାଇଁ ସ୍ପେସିଆଲ୍ ଡିଗ୍ରୀର ଆବଶ୍ୟକତା ନାହିଁ ବା କୌଣସି ପ୍ରୋଫେସନାଲ୍ କୋର୍ସର ଆବଶ୍ୟକତା ନାହିଁ ।

୩) ଯଦି ଆପଣଙ୍କ ପାଖରେ ହୋଟେଲ୍ ମ୍ୟାନେଜମେଣ୍ଟ ଉପରେ କୌଣସି ପ୍ରୋଫେସନାଲ୍ କୋର୍ସର ର ଡିଗ୍ରୀ ଅଛି ତେବେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

୧) ଯେକୌଣସି ହୋଟେଲ୍ ରେ ୨ ରୁ ୩ ବର୍ଷ ଅଭିଜ୍ଞତା ର ଆବଶ୍ୟକତା ରହିଛି ।

୨) ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ନିହାତି ଆବଶ୍ୟକ ।

୩) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

୧) ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ କରିପାରୁଥିବା ଦରକାର ।

୨) ହୋଟେଲ୍ ରେ ଉତ୍ତମ ଭାବରେ ଖାଦ୍ୟ , ପାନୀୟ ଏବଂ ଲଗେଜ୍ ବ୍ୟବସ୍ଥା ପରିଚାଳନା କରିବାକୁ ପଡିବ ।

୩) ଉତ୍ତମ ଯୋଗାଯୋଗ ଦକ୍ଷତା ବା ଗୁଡ୍ କମୁନିକେସନ୍ ସ୍କିଲ୍

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.swostihotels.com/careers/careers-form.html

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )