Wednesday 8th May 2024
ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଡ୍ ପାଇଁ ଭାରତ ସରକାର ବାହାରକରିଛନ୍ତି ବିଜ୍ଞପ୍ତି ! ୨୬୭୪ ଟି ପୋଷ୍ଟ୍ ଫାଙ୍କା, ଶୀଘ୍ର ଆବେଦନ କରନ୍ତୁ !

ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଡ୍ ପାଇଁ ଭାରତ ସରକାର ବାହାରକରିଛନ୍ତି ବିଜ୍ଞପ୍ତି ! ୨୬୭୪ ଟି ପୋଷ୍ଟ୍ ଫାଙ୍କା, ଶୀଘ୍ର ଆବେଦନ କରନ୍ତୁ !

ଭାରତ ସରକାରଙ୍କ ଅନେକ ସମୟରେ ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀ କୁ ନେଇ ବାହାରେ ବିଜ୍ଞପ୍ତି । ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ବା ଭାରତ ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଦୁଇଟି ମୁଖ୍ୟ ସାମାଜିକ ସୁରକ୍ଷା ସଂଗଠନ ମଧ୍ୟରୁ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ଅନ୍ୟତମ । ଏହା ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍ ଲେବର ଆଣ୍ଡ୍ ଏମ୍ପଲୟମେଣ୍ଟ୍ ଅଧୀନରେ କାମ କରେ ।  ଭାରତରେ ପ୍ରୋଭିଡେଣ୍ଟ୍ ପାଣ୍ଠି ବା ପ୍ରୋଭିଡେଣ୍ଟ୍ ଫଣ୍ଡ୍ କୁ ପରିଚାଳନା କରିବା ଏବଂ ଏମ୍ପଲୟ ମାନଙ୍କର ଷ୍ଟେଟ୍ ଇନସ୍ୟୁରେନ୍ସ  ମ୍ୟାନେଜମେଣ୍ଟ୍ ରେ କାର୍ଯ୍ୟକରିଥାଏ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ । ତେବେ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ରେ ବିଭିନ୍ନ ବିଭାଗ ରହିଛି । ଯେଉଁଠି ଅନେକ ବର୍ଗ ର କର୍ମଚାରୀ କାମ କରୁଛନ୍ତି । ଅନେକ ସମୟରେ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଡ୍ ପାଇଁ ବାହାରିଛି ବିଜ୍ଞପ୍ତି ।

ଆବେଦନ କରିବାର ଶେଷ ତାରିଖ – ୨୬ – ୦୪ – ୨୦୨୩

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ – ସୋସିଆଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଡ୍

 

ପୋଷ୍ଟ୍ ସଂଖ୍ୟା – ୨୬୭୪ ଟି ପୋଷ୍ଟ୍

 

 ଓଡିଶାରେ କେତେ ଫୋଷ୍ଟ୍ ଫାଙ୍କା ଅଛି ? –

 

ଏହି ଲିଙ୍କ୍‌କୁ ଯାଇ ଏମ୍ପଲୟ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://www.epfindia.gov.in/site_en/index.php

ଶିକ୍ଷାଗତ ଯୋଗ୍ୟତା – 

ଏହି ପଦବୀରେ ଆବେଦନ କରିବା ପାଇଁ ଯେକୌଣସି ଷ୍ଟ୍ରିମରେ ସ୍ନାତକ କରିଥିବା ବାଧ୍ୟତାମୂଳକ ଅଟେ ।

୧) ଇଂରାଜୀରେ କମ୍ପ୍ୟୁଟରରେ ୩୫ ଓ୍ୱାଡ୍ ପ୍ରତିମିନିଟ୍ ବା ପର୍ ମିନିଟ୍ ଟାଇପ୍ କରିପାରୁଥିବା ଦରକାର ।

କିମ୍ବା

୨) ୩୦ ଓ୍ୱାଡ୍ ପର୍ ମିନିଟ୍ ହିନ୍ଦୀରେ ଟାଇପ୍ କରିପାରୁଥିବା ଦରକାର ।

ବୟସ ସୀମା –

ସର୍ବନିମ୍ନ ୧୮ ବର୍ଷ

ସର୍ବାଧିକ ୨୭ ବର୍ଷ

ଦରମା – ୨୯,୨୦୦ ରୁ ୯୨,୩୦୦ ଟଙ୍କା

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି ପ୍ରାର୍ଥି ପାଇଁ – ୭୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି କିମ୍ବା ଏକ୍ସ ସର୍ଭିସ୍ ମ୍ୟାନ୍ ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://examinationservices.nic.in/recsys23/root/Home.aspx?enc=ocjqPDccKz5AEM42uyJ4Hd3Q1Eham3LhcNuZe/BdqnnKc4ys/YGVgONalryHCLNV

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

https://www.epfindia.gov.in/site_docs/PDFs/Recruitments_PDFs/Advertisement_for_SSA_24032023.pdf

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )