Tuesday 16th April 2024
ଏନ.ଏଲ.ଡି ଇଞ୍ଜିନିୟର ପାଇଁ ଜିଓ ବ୍ରହ୍ମପୁରରେ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଏନ.ଏଲ.ଡି ଇଞ୍ଜିନିୟର ପାଇଁ ଜିଓ ବ୍ରହ୍ମପୁରରେ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ବ୍ରହ୍ମପୁର ପାଇଁ ବାହାରିଛି । 

 

ପଦବୀ ର ନାମ – ଏନ.ଏଲ.ଡି  ଇଞ୍ଜିନିୟର

 

ସ୍ଥାନ –  ( ବ୍ରହ୍ମପୁର )

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Engineer NLD Fiber Brahmapur !

ଶିକ୍ଷାଗତ ଯୋଗ୍ୟତା  – 

ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମା ଇନ୍  

  •  ସିଭିଲ୍ ଇଞ୍ଜିନିୟରିଂ
  •  ଇଲେକଟ୍ରିକାଲ୍ ଇଞ୍ଜିନିୟରିଂ
  •  ମେକାନିକାଲ୍ ଇଞ୍ଜିନିୟରିଂ
  •  ଇଲୋକଟ୍ରୋନିକସ୍ ଆଣ୍ଡ କମୁନିକେସନ୍ ଇଞ୍ଜିନିୟରିଂ

 

ଅଭିଜ୍ଞତା –

  • ୨ ବର୍ଷରୁ ୪ ବର୍ଷ ର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

  • ଟେକ୍ନିକାଲ୍ ସ୍କିଲ୍ ।
  • ପ୍ରୋଜେକ୍ଟ୍ ମ୍ୟାନେଜମେଣ୍ଟ୍ ସ୍କିଲ୍ ।
  • ସୁପରଭାଇଜର ସ୍କିଲ୍ ।
  • କମ୍ୟୁନିକେସନ୍ ସ୍କିଲ୍ ।
  • ଷ୍ଟେକ୍ ହୋଲଡର ମ୍ଯାନେଜମେଣ୍ଟ ସ୍କିଲ୍ ।
  • ପ୍ରୋବ୍ଲେମ୍ ସଲଭିଂ ସ୍କିଲ୍ ।
  • କମ୍ପୁଟର ଅପରେଟିଂ ସ୍କିଲ୍ସ  ଫୋର ଜିଆଇ ଏସ୍ ରିପୋର୍ଟ ।

 

 

 

ଆବେଦନ କରିବା ପାଇଁ  ଏବଂ  ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply (Click Here )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )