Tuesday 23rd April 2024
ଓଡିଶା ଲୋକ ସେବା ଆୟୋଗ ରେ ଆସିଷ୍ଟାଣ୍ଡ୍ କନସରଭେଟର ଅଫ୍ ଫରେଷ୍ଟ୍ ପଦବୀ ପାଇଁ ବାହାରିଛି ବଡଧରଣର ବିଜ୍ଞପ୍ତି !

ଓଡିଶା ଲୋକ ସେବା ଆୟୋଗ ରେ ଆସିଷ୍ଟାଣ୍ଡ୍ କନସରଭେଟର ଅଫ୍ ଫରେଷ୍ଟ୍ ପଦବୀ ପାଇଁ ବାହାରିଛି ବଡଧରଣର ବିଜ୍ଞପ୍ତି !

ଆସିଷ୍ଟାଣ୍ଡ୍ କନସରଭେଟର ଅଫ୍ ଫରେଷ୍ଟ୍ ହେବା ପାଇଁ ଆସିଛି ଖୁସି ଖବର । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଭିନ୍ନ ବିଭାଗରେ ବିଭିନ୍ନ ଧରଣ ର ବିଜ୍ଞପ୍ତି ବାହାର କରେ । ବିଭିନ୍ନ ସ୍ତରର ଚାକିରୀ ପାଇଁ ମଧ୍ୟ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଜ୍ଞପ୍ତି ବାହାର କରେ । ଓଡିଶାରେ ବିଭିିନ୍ନ ଗ୍ରୁପ୍ ରେ ଅନେକ ସରକାରୀ କର୍ମଚାରୀ କାମ କରନ୍ତି । ସେଥିପାଇଁ ବିଭିନ୍ନ ବର୍ଗରେ ଓପିଏସି ବା ଓଡିଶା ଲୋକ ସେବା ଆୟୋଗ ଅନେକ ସମୟରେ ବିଜ୍ଞପ୍ତି ବାହାର କରେ । ବର୍ତ୍ତମାନ “ ଗ୍ରୁପ୍ ଏ  ” ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

ଆବେଦନ କରିବାର ଶେଷ ତାରିଖ – ୨୯/୦୬/୨୦୨୩

OPSC Recruitment of Asst Conservator of Forest 2023! Apply!

 

 

ଦରମା –

  • ୫୬,୧୦୦ ଟଙ୍କା 

 

ପଦବୀ –

ଆସିଷ୍ଟାଣ୍ଡ୍ କନସରଭେଟର ଅଫ୍ ଫରେଷ୍ଟ୍

OPSC Recruitment of Asst Conservator of Forest 2023! Apply!

 

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ବିଷୟରେ ଅନେକ ତଥ୍ୟ ପାଇପାରିବେ  – 
https://www.opsc.gov.in/Public/OPSC/Default.aspx

OPSC Recruitment of Asst Conservator of Forest 2023! Apply!

ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା –

 

(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିପାରିବେ )

 

ବୟସ ସୀମା –

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୮ ବର୍ଷ

OPSC Recruitment of Asst Conservator of Forest 2023! Apply!

 

 

କେଉଁ ସ୍ଥାନରେ ପରୀକ୍ଷା କେନ୍ଦ୍ର ହେବ –

  • କଟକ
  • ଭୁବନେଶ୍ୱର
  • ବାଲେଶ୍ୱର
  • ବହ୍ମପୁର
  • ସମ୍ବଲପୁର

OPSC Recruitment of Asst Conservator of Forest 2023! Apply!

 

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

OPSC Recruitment of Asst Conservator of Forest 2023! Apply!

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://opscrecruitment.in/#/auth/home?flag=true

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

Asst Conservator of Forest Notification

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )