Thursday 25th April 2024
ଏୟାରପୋର୍ଟ ଅଥରିଟି ଅପ୍ ଇଣ୍ଡିଆରେ ସିକ୍ୟୁରିଟି ସ୍କ୍ରିନର ପଦବୀପାଇଁ ବାହାରିଛି ଚାକିରୀ !

ଏୟାରପୋର୍ଟ ଅଥରିଟି ଅପ୍ ଇଣ୍ଡିଆରେ ସିକ୍ୟୁରିଟି ସ୍କ୍ରିନର ପଦବୀପାଇଁ ବାହାରିଛି ଚାକିରୀ !

ଦଶମ ଏବଂ +୨ ପାସ୍ ଙ୍କ ପାଇଁ  ଏୟାରପୋର୍ଟ ଅଥରିଟି ଅପ୍ ଇଣ୍ଡିଆରେ ଚାକିରୀ କରିବାର ସୁଯୋଗ ଆସିଛି । ସିକ୍ୟୁରିଟି ସ୍କ୍ରିନର ପଦବୀ ପାଇଁ ବାହାରିଛି ଚାକିରୀ । 

ଆବେଦନ କରିବାର ଶେଷ ତାରିଖ – ୩୦/୦୫/୨୦୨୩

AAI is looking for Certified Security Screeners! 10 & +2 !

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ

  • ସିକ୍ୟୁରିଟି ସ୍କ୍ରିନର

 

ଦରମା –

  • ୧୫,୦୦୦ ଟଙ୍କା

AAI is looking for Certified Security Screeners! 10 &+2 !

 

ଏୟାରପୋର୍ଟ ଅଥରିଟି ଅପ୍ ଇଣ୍ଡିଆ ବିଷୟରେ ଅଧିକ ଜାଣିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

http://www.aaiclas.aero/

 

ବୟସ ସୀମା – 

  • ୫୦ ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

ଶିକ୍ଷାଗତ ଯୋଗ୍ୟତା –

AAI is looking for Certified Security Screeners! 10 &+2 !

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

କିପରି ଆବେଦନ କରିପାରିବେ –

AAI is looking for Certified Security Screeners! 10 & +2 !

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (4)
Disqus (0 )