Sunday 28th April 2024
କେସ୍ ସର୍ଭିସ୍ ଏବଂ ସିକ୍ୟୁରିଟି ଗାର୍ଡ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

କେସ୍ ସର୍ଭିସ୍ ଏବଂ ସିକ୍ୟୁରିଟି ଗାର୍ଡ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶାର ବଲାଙ୍ଗୀର ଜିଲ୍ଲାରେ ଅନେକ ସ୍ଥାନରେ ଚାକିରୀ ବାହାରିଛି । କେସ୍ ସର୍ଭିସ୍ ଏବଂ ସିକ୍ୟୁରିଟି ଗାର୍ଡ ପଦବୀକୁ ନେଇ ବିଜ୍ଞପ୍ତି ବାହାରିଛି । ଏବେ ଦଶମ ପାସ୍ କିମ୍ବା ଦଶମ ଫେଲ୍ ଏବଂ +୨ ପାସ୍  ପାଇଁ ଚାକିରୀ ବାହାରିଛି ।

ଆବେଦନ କରିବାର ଶେଷ ତାରିଖ – ୨୪/୦୬/୨୦୨୩

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ

  • କେସ୍ ସର୍ଭିସ୍ 
  • ସିକ୍ୟୁରିଟି ଗାର୍ଡ

 

ଶିକ୍ଷାଗତ ଯୋଗ୍ୟତା –

  • ଦଶମ ଫେଲ୍
  • ଦଶମ ପାସ୍
  • +୨ ପାସ୍

SIS job vacancies for security guards & cash service 2023 !

 

ଏସ୍.ଆଇ.ଏସ୍ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://sisindia.com/

SIS job vacancies for security guards & cash service 2023 !

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (8)
  • comment-avatar

    Apply kese kroto he

  • comment-avatar
  • comment-avatar

    Apply kaise kare

  • comment-avatar

    I’m interested sir please call me 7735984810

  • comment-avatar
  • Disqus (0 )