Friday 19th April 2024
ଯୋଗାଣ ସହାୟକ ପାଇଁ ଓଡିଶା ସରକାର ବାହାରକରିଛନ୍ତି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଯୋଗାଣ ସହାୟକ ପାଇଁ ଓଡିଶା ସରକାର ବାହାରକରିଛନ୍ତି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶାର ବଲାଙ୍ଗୀର ଜିଲ୍ଲାରେ ଅନେକ ସ୍ଥାନରେ ଚାକିରୀ ବାହାରିଛି । ଯୋଗାଣ ସହାୟକ ପଦବୀକୁ ନେଇ ବିଜ୍ଞପ୍ତି ବାହାରିଛି । ଏବେ ଦଶମ ପାସ୍ ଏବଂ +୨ ପାସ୍  ପାଇଁ ଚାକିରୀ ବାହାରିଛି ।

ଆବେଦନ କରିବାର ଶେଷ ତାରିଖ – ୧୬/୦୬/୨୦୨୩

Balangir Advertisement for Engagement of Jogana Sahayak !

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ

  • ଯୋଗାଣ ସହାୟକ

 

ଶିକ୍ଷାଗତ ଯୋଗ୍ୟତା –

  • ଦଶମ ପାସ୍

Balangir Advertisement for Engagement of Jogana Sahayak !

 

 

ବଲାଙ୍ଗୀର ଜିଲ୍ଲା ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://balangir.nic.in/

Balangir Advertisement for Engagement of Jogana Sahayak !

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Notification & offline form ( Click Here)

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (4)
  • comment-avatar
  • comment-avatar

    It looks as though you’vealready said that!

  • comment-avatar
  • Disqus (0 )