Sunday 28th April 2024
ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବାହାରକରିଛି ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବାହାରକରିଛି ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ସରକାରୀ ଚାକିରୀ ଅନେକଙ୍କ ସ୍ୱପ୍ନ । ଓଡିଶାରେ ରହି ସରକାରୀ ଚାକିରୀ କରିବା ପାଇଁ କିଏ ବା ନ ଚାହେଁ । ରାଜ୍ୟରେ କେତେବେଳେ କେମିତି ସରକାରୀ ଚାକିରୀ ବାହାରେ । କିନ୍ତୁ ବହୁତ ଅଳ୍ପ ପୋଷ୍ଟ ବାହାରିଥାଏ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ ବା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ଓଡିଶାରେ ସରକାରୀ ଚାକିରୀ କରିବା ପାଇଁ ଆଶା ରଖିଥିବା ପ୍ରାଥୀ ମାନଙ୍କ  ପାଇଁ ଏହା ଏକ ବଡ ସୁଯୋଗ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

ଆବେଦନ କରିବାର ଶେଷ ତାରିଖ  – ୨୪-୦୭-୨୦୨୩

ପଦବୀ – 

  • ଓ୍ୱେଭିଂ ସୁପରଭାଇଜର

 

 

ଦରମା –

  • ଓ୍ୱେଭିଂ ସୁପରଭାଇଜର୩୫,୪୦୦ ଟଙ୍କା ରୁ ୧,୧୨,୪୦୦  ଟଙ୍କା

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ  ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ (ଓଏସଏସଏସସି) ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.osssc.gov.in/Public/OSSSC/Default.aspx

 

ଶିକ୍ଷାଗତ ଯୋଗ୍ୟତା – 

 

 

ବୟସ ସୀମା – 

୧୮  ବର୍ଷରୁ  ୩୮ ବର୍ଷ  

 

ଅନ୍ୟାନ୍ୟ ଯୋଗ୍ୟତା –

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Combined Higher Secondary Advt Notification  ( Click Here)

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply Online ( Click Here )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar

    Job karana ki lia

  • Disqus (0 )