Thursday 28th March 2024
ସିଭିଲ୍ ଏବଂ ଇଲେକ୍ଟ୍ରିକାଲ୍ ଏକ୍ସଜିକ୍ୟୁଟିଭ୍ ପାଇଁ ଚାକିରୀ ବାହାରିଛି ! ଦରମା ୩୦,୦୦୦ଟଙ୍କା ରୁ ୧,୨୦,୦୦୦ ଟଙ୍କା ରହିବ !

ସିଭିଲ୍ ଏବଂ ଇଲେକ୍ଟ୍ରିକାଲ୍ ଏକ୍ସଜିକ୍ୟୁଟିଭ୍ ପାଇଁ ଚାକିରୀ ବାହାରିଛି ! ଦରମା ୩୦,୦୦୦ଟଙ୍କା ରୁ ୧,୨୦,୦୦୦ ଟଙ୍କା ରହିବ !

ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି । ଇଞ୍ଜିନିୟରିଂ ପଢିଥିବା ପିଲାଙ୍କ ପାଇଁ ଆସିଛି ବଡଧରଣର ସୁଯୋଗ । ନିମ୍ନରେ ଦିଆଯାଇଥିବା ପଦବୀରେ ଆଗ୍ରହୀ ଥିଲେ ଶୀଘ୍ର ଆବେଦନ କରନ୍ତୁ ।

ଆବେଦନ କରିବାର ଶେଷ ତାରିଖ – ୧୯-୦୬-୨୦୨୩

ପଦବୀ –  ଏକ୍ସଜିକ୍ୟୁଟିଭ୍

  • ସିଭିଲ୍
  • ଇଲେକ୍ଟ୍ରିକାଲ୍
  • ଆଇଟି

 

 

ଦରମା –  ୩୦,୦୦୦ଟଙ୍କା ରୁ ୧,୨୦,୦୦୦ ଟଙ୍କା

DFCCIL has given a notification for  the Executive 2023 !

 

ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://dfccil.com/

 

ଶିକ୍ଷାଗତ ଯୋଗ୍ୟତା –

DFCCIL has given a notification for  the Executive 2023 !

DFCCIL has given a notification for  the Executive 2023 !

ବୟସ ସୀମା – 

  • ୧୮ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ।

DFCCIL has given a notification for  the Executive 2023 !

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

  • ଜେନେରାଲ୍  ପ୍ରାର୍ଥି ପାଇଁ – ୧୦୦୦ ଟଙ୍କା
  • ଏସସି କିମ୍ୱା ଏସଟି  କିମ୍ବା ଏକ୍ସ ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ ।

 

ଆବେଦନ କଲାବେଳେ  ଅସୁବିଧାର ସମ୍ମୁଖୀନ ହେଲେ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ –

DFCCIL has given a notification for  the Executive 2023 !

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

View  Notification

 

ଆବେଦନ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ –

Apply  Online

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )