Friday 19th April 2024
ଜୁନିୟର ଏକଜିକ୍ୟୁଟିଭ୍ ପାଇଁ ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି !

ଜୁନିୟର ଏକଜିକ୍ୟୁଟିଭ୍ ପାଇଁ ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି !

ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି । ତିନୋଟି ବିଭାଗରେ ଜୁନିୟର ଏକଜିକ୍ୟୁଟିଭ୍ ପାଇଁ ବାହାରିଛି ବିଜ୍ଞପ୍ତି । ଆଇ.ଟି.ଆଇ କରିଥିଲେ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ତାରିଖ – ୧୯-୦୬-୨୦୨୩

DFCCIL has given a notification for the recruitment of HR !

ପଦବୀ – ଜୁନିୟର ଏକଜିକ୍ୟୁଟିଭ୍

 

ଦରମା – ୨୫,୦୦୦ ଟଙ୍କା ରୁ ୬୮,୦୦୦ ଟଙ୍କା

ଡେଡିକେଟେଡ୍ ଫ୍ରିଡ୍ କରିଡୋର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://dfccil.com/

ଶିକ୍ଷାଗତ ଯୋଗ୍ୟତା – 

ବୟସ ସୀମା – 

  • ୧୮ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ।

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

  • ଜେନେରାଲ୍  ପ୍ରାର୍ଥି ପାଇଁ – ୧୦୦୦ ଟଙ୍କା
  • ଏସସି କିମ୍ୱା ଏସଟି  କିମ୍ବା ଏକ୍ସ ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ ।

DFCCIL has given a notification for the recruitment of HR !

 

ଆବେଦନ କଲାବେଳେ  ଅସୁବିଧାର ସମ୍ମୁଖୀନ ହେଲେ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ –

DFCCIL has given a notification for the recruitment of HR !

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

View  Notification

 

ଆବେଦନ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ –

Apply  Online

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )