Wednesday 24th April 2024
ସେଲ୍ସ ମ୍ୟାନେଜର ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ବାହାରକଲା ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସେଲ୍ସ ମ୍ୟାନେଜର ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ବାହାରକଲା ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ ରହିଛି । ସମ୍ପତ୍ତି ବା ଆସେଟସ୍ ଦ୍ୱାରା ଏହା ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ବା ପ୍ରାଇଭେଟ୍ ବ୍ୟାଙ୍କ । ମାର୍କେଟ୍ କ୍ୟାପିଟାଲାଇଜେସନ୍ ରେ ଏପ୍ରିଲ୍ ୨୦୨୧ ଅନୁସାରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବିଶ୍ୱର ଦଶମ(୧୦) ବୃହତ୍ତମ ବ୍ୟାଙ୍କ । ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ ।  ଏଚଡିଏଫସି ବ୍ୟାଙ୍କ ହେଉଛି ଏକ ୟଙ୍ଗ ଏବଂ ଡାଇନାମିକ୍ ବ୍ୟାଙ୍କ, ଯେଉଁଥିରେ ଏକ ଯୁବ ଉତ୍ସାହୀ ଦଳ ବା ୟଙ୍ଗ ଟିମ୍ କାମ କରୁଛନ୍ତି । ଏହି ବ୍ୟାଙ୍କ ବିଶ୍ୱ ସ୍ତରୀୟ ଭାରତୀୟ ବ୍ୟାଙ୍କ ହେବାର ଦୃଷ୍ଟିକୋଣ ପୂରଣ କରିବାକୁ ସ୍ଥିର କରିଛି । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଓଡିଶା ର ବିଭିନ୍ନ ଜିଲ୍ଲାରେ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଆରବିବି ପର୍ସନାଲ ବ୍ୟାଙ୍କର ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୁବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି ।

ଚାକିରୀ କରିବାର ସ୍ଥାନ –  ଭୁବନେଶ୍ୱର

 

ପଦବୀ ର ନାମ –  ସେଲ୍ସ ମ୍ୟାନେଜର 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.hdfcbank.com/

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର । 

ଅଭିଜ୍ଞତା –

୩ ରୁ ୫ ବର୍ଷ ଥିଲେ ଭଲ । 

ଯେକୌଣସି ବ୍ୟାଙ୍କରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଶାଖା , ଓପନ୍ ମାର୍କେଟ୍ ଏବଂ ଚ୍ୟାନେଲ ମାଧ୍ୟମରେ ବ୍ୟବସାୟ ସୃଷ୍ଟି କରି ବେଞ୍ଚମାର୍କ ଟାର୍ଗେଟ୍ ସହ  ଏସଏମ୍ ଉତ୍ପାଦକତା ନିୟମ ପୂରଣ କରିବାକୁ ପଡିବ ।

୨) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହାକୁ ଉଭୟ ମୂଲ୍ୟ ଏବଂ ୟୁନିଟ୍ ଭିତ୍ତିରେ ଡିଏସଏ , ଶାଖା ସହ ଏଚବିଏଲ୍ ପାଇଁ ଭାଙ୍ଗିବାକୁ ପଡିବ ।

୩) ଅନୁମୋଦନ ଅନୁପାତ ଉପରେ ଆଧାର କରି ସଂଖ୍ୟା ବଣ୍ଟନ କରିବାକୁ ବିଚାର କରିବାକୁ ପଡିବ । ଲଗଇନ୍ ଉପରେ ଯୋଜନା କରିବାକୁ ପଡିବ ।

୪) ବିଭିନ୍ନ ଉତ୍ପାଦ ପ୍ରୋଗ୍ରାମ ଏବଂ ସେଗମେଣ୍ଟ ଅଧୀନରେ ସୋର୍ସିଂ ବ୍ୟବସାୟର ରାସ୍ତା ଚିହ୍ନଟ କରିବାରେ  ସାହାଯ୍ୟ କରିବାକୁ ପଡିବ ।

୫) ସଠିକ୍ ସେଗମେଣ୍ଟ୍ , ସୋର୍ସିଂ ଚ୍ୟାନେଲ୍ ଏବଂ ଉତ୍ପାଦ ମିଶ୍ରଣ ର ରକ୍ଷଣାବେକ୍ଷଣ କରିବାକୁ ନିଶ୍ଚିତ କରିବାକୁପଡିବ ।

୬) ଆଭ୍ୟନ୍ତରୀଣ ଏବଂ ବାହ୍ୟ ବିକାଶ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବେ ଯାହା ବ୍ୟବସାୟରେ ଲାଭ ସୃଷ୍ଟି ବା ରେଭିନ୍ୟୁ ଜେନେରେସନ୍ କରିବ ।

ଏହି ଚାକିରୀରେ କେଉଁ ଦକ୍ଷତା ର ଆବଶ୍ୟକତା ରହିଛି ?

୧) ବିକ୍ରୟ ବା ସେଲ୍ସ ଏବଂ ପ୍ରଭାବ ବା ଇନଫ୍ଲୁଏନ୍ସ ଦକ୍ଷତା ।

୨) ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ପ୍ରକ୍ରିୟା ବା ପ୍ରୋସେସ୍ ଜ୍ଞାନ ।

୩) ଯୋଜନା ଏବଂ ସଂଗଠନର ଦକ୍ଷତା ।

୪) ପ୍ଲାନିଂ ବା ଯୋଜନା ଏବଂ ସଂଗଠନ ବା ଓରଗାନାଇଜିଂ ର ଦକ୍ଷତା ।

୫) କମୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ।

୬) ଆର୍ଥିକ ଶିଳ୍ପରେ ପ୍ରତିଯୋଗିତା ଏବଂ ସାମ୍ପ୍ରତିକ ଧାରା ବିଷୟରେ ଜ୍ଞାନ ଥିବା ଦରକାର ।

ଅଧିକ ଜାଣିବା ପାଇଁ ଆପଣ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://hdfcbankcareers.hirealchemy.com/#/description/ded0043c-ca78-43f6-a2aa-d24e2f605eb2

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )