Sunday 28th April 2024
ଆଇ.ଏସ୍.ପି ଲିଡ୍ ପାଇଁ ଏୟାରଟେଲ୍ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଆଇ.ଏସ୍.ପି ଲିଡ୍ ପାଇଁ ଏୟାରଟେଲ୍ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଭାରତୀ ଏୟାରଟେଲ୍ ଲିମିଟେଡ୍ ଘରେ ଘରେ ଏୟାରଟେଲ୍ ନାଁ ରେ ପରିଚିତ ।  ଭାରତରେ ଟେଲିକମ୍ୟୁନିକେସନ୍ ଇଣ୍ଡଷ୍ଟ୍ରି ରେ ଏୟାରଟେଲ୍ ଏକ ବଢ କମ୍ପାନୀ । ଏହା ସାଉଥ୍ ଏସିଆ  ଏବଂ ଆଫ୍ରିକା ର  ୧୮ ଟି ଦେଶରେ ତାର ସେବା ଯୋଗାଉଛି । ଏୟାରଟେଲ୍ ବିଭିନ୍ନ ଛୋଟ ବଡ ଦ୍ୱୀପପୁଞ୍ଜରେ ମଧ୍ୟ କାର୍ଯ୍ୟ କରେ ଏବଂ ତାର ସେବା ଗ୍ରାହକ ମାନଙ୍କୁ ଉତ୍ତମ ରୁପରେ ପହଞ୍ଚାଇଥାଏ । ବର୍ତ୍ତମାନ ଏୟାରଟେଲ୍ ସମଗ୍ର ଭାରତରେ 4G ଏବଂ 4G+ ସେବା ପ୍ରଦାନ କରୁଛି ଏବଂ କିଛି ସହରରେ 5G ସେବା ଯୋଗାଇଦେବା ପାଇଁ ମନୋନୀତ ହୋଇଛି ।

ନୋଟିଫିକେସନ୍ ବାହାରିବା ର ଦିନ – ୧୧/୦୭/୨୦୨୩

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

 

ଚାକିରୀ କରିବା ର ସ୍ଥାନ –  ଭାରତୀ ଏୟାରଟେଲ୍ ଲିମିଟେଡ୍, ଭୁବନେଶ୍ୱର , ଓଡିଶା

 

ପୋଷ୍ଟ୍ ର ନାମ –    ଆଇ.ଏସ୍.ପି ଲିଡ୍

 

ଏହି ଲିଙ୍କରେ କ୍ଲିକ୍ କଲେ ଭାରତୀ ଏୟାରଟେଲ୍ ଲିମିଟେଡ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ –

https://www.airtel.in/

ଶିକ୍ଷାଗତ ଯୋଗ୍ୟତା – 

  • ବିଶେଷ ପ୍ରକାରର ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ ।
  • ଆବେଦନ କରିପାରିବେ ।

 

ଅଭିଜ୍ଞତା –

  • କୌଣସି ପ୍ରକାରର ଅଭିଜ୍ଞତାର ଆବଶ୍ୟକତା ନାହିଁ । 

 

କେଉଁ ଦକ୍ଷତାର ଆବଶ୍ୟକତା ରହିଛି –

  • କାମ କରିବା ପାଇଁ ଇଚ୍ଛା ଶକ୍ତି ଥିବା ଦରକାର ।

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

Click Here To (Apply)

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )