Tuesday 23rd April 2024
ସେଣ୍ଟ୍ରାଲ୍ ଟିଚର ଇଲିଜିବିଲିଟି ଟେଷ୍ଟ୍ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ! ବି.ଇ.ଡି କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସେଣ୍ଟ୍ରାଲ୍ ଟିଚର ଇଲିଜିବିଲିଟି ଟେଷ୍ଟ୍ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ! ବି.ଇ.ଡି କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା ସି.ବି.ଏସ୍.ସି ସେଣ୍ଟ୍ରାଲ୍ ଟିଚର ଇଲିଜିବିଲିଟି ଟେଷ୍ଟ୍  ପାଇଁ ବାହାରକରିଛି ବିଜ୍ଞପ୍ତି । ବ୍ୟାଚଲର୍ ଇନ୍ ଏଜୁକେସନ୍ ( ବିଇଡି ) କରିଥିବା ପିଲାଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ବିଜ୍ଞପ୍ତି ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଏବଂ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଶିକ୍ଷକ ଆବଶ୍ୟକ ରହିଛି । ଦୁଇଟି ଶିକ୍ଷକ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା ସି.ବି.ଏସ୍.ସି  ଅନେକ ଥର ବିଭିନ୍ନ ପଦ ପଦବୀକୁ ନେଇ ବିଜ୍ଞପ୍ତି ବାହାର କରେ ।

ଆବେଦନ କରିବାର ଶେଷ ତାରିଖ – ୨୬-୦୫-୨୦୨୩

Central Board of Secondary Education (CBSE) has given a notification for Conducting the Central Teacher Eligibility Test (CTET) July 2023.

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

ଆବେଦନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ –

Central Board of Secondary Education (CBSE) has given a notification for Conducting the Central Teacher Eligibility Test (CTET) July 2023.

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା (ସି.ବି.ଏସ୍.ସି ) ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.cbse.gov.in/

ସେଣ୍ଟ୍ରାଲ୍ ଟିଚର ଇଲିଜିବିଲିଟି ଟେଷ୍ଟ୍ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ctet.nic.in/

Central Board of Secondary Education (CBSE) has given a notification for Conducting the Central Teacher Eligibility Test (CTET) July 2023.

ଶିକ୍ଷାଗତ ଯୋଗ୍ୟତା –

୧) ସ୍ନାତକ ବା ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ  । (କେବଳ ସରକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ )

୨) ବ୍ୟାଚଲର୍ ଇନ୍ ଏଜୁକେସନ୍ ( ବିଇଡି ) ନିହାତି କରିଥିବା ଆବଶ୍ୟକ ।

କିମ୍ବା

୩) ଡିପ୍ଲୋମା ଇନ୍ ଏଜୁକେସନ୍

କିମ୍ବା

୪) ଏଲିମେଣ୍ଟାରୀ ଏଜୁକେସନ୍

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି  ପ୍ରାର୍ଥି ପାଇଁ – ୧୦୦୦ ଟଙ୍କା ଏବଂ ୧୨୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ୫୦୦ ଟଙ୍କା ଏବଂ ୬୦୦ ଟଙ୍କା

Central Board of Secondary Education (CBSE) has given a notification for Conducting the Central Teacher Eligibility Test (CTET) July 2023.

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

https://cdnbbsr.s3waas.gov.in/s3443dec3062d0286986e21dc0631734c9/uploads/2023/04/2023042783.pdf

 

ଇନଫୋରମେସନ୍ ବୁଲିଟିନ୍ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://cdnbbsr.s3waas.gov.in/s3443dec3062d0286986e21dc0631734c9/uploads/2023/04/2023042786.pdf

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://examinationservices.nic.in/ExamSysCTET/root/home.aspx?enc=WPJ5WSCVWOMNiXoyyomJgHblUzXTXbmlihUdridY8eygKjuBLgtoWOjoTL3g4zYA

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )