Thursday 28th March 2024
କେନ୍ଦ୍ର ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଜି ହିଁ କରନ୍ତୁ ଆବେଦନ

କେନ୍ଦ୍ର ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଜି ହିଁ କରନ୍ତୁ ଆବେଦନ

କେନ୍ଦ୍ର ରକାରରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। Bhartiya Pashupalan Nigam Limited-BPNL ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। BPNL ନିଯୁକ୍ତି ବିଜ୍ଞପ୍ତି ୨୦୨୨ ଅନୁଯାୟୀ, ଏହି ନିଯୁକ୍ତି ଡେଭେଲପମେଣ୍ଟ୍ ଅଫିସର୍, ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍, ଆନିମଲ୍ ଆଟେନ୍ଡାଣ୍ଟ, ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ ସମେତ ମୋଟ ୨୧୦୬ଟି ପଦବୀରେ କରାଯିବ। ଏହି ପଦବୀରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ BPNLର ଅଫିସିଆଲ୍ ୱେବସାଇଟ୍ https://pay.bharatiyapashupalan.com/onlinerequirment କୁ ଯିବାକୁ ପଡିବ। ୨୪ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୧୦ ଡିସେମ୍ବର ୨୦୨୨ ସୁଦ୍ଧା ଏହି ଆବେଦନ କରିପାରିବେ।Welcome to Bharatiya Pashupalan Nigam Limited

ଖାଲି ପଦବୀ:
• ମୋଟ ପୋଷ୍ଟ୍ – ୨୧୦୬
• ଡେଭେଲପମେଣ୍ଟ୍ ଅଫିସର୍ – ୧୦୮ ଟି ପୋଷ୍ଟ
• ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ – ୩୨୪ ଟି ପୋଷ୍ଟ
• ଆନିମଲ୍ ଆଟେନ୍ଡାଣ୍ଟ – ୧୬୨୦ ଟି ପୋଷ୍ଟ
• ଆନିମଲ୍ ହଜ୍ବ୍ୟାଣ୍ଡ୍ରୀ ଆଡ୍ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର – ୩୩ ଟି ପୋଷ୍ଟ
• ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ – ୨୧ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:
• ଡେଭେଲପମେଣ୍ଟ୍ ଅଫିସର୍ – ମାର୍କେଟିଂ ଅଭିଜ୍ଞତା ସହିତ ସ୍ନାତକ ଡିଗ୍ରୀ
• ଆନିମଲ୍ ଆଟେନ୍ଡାଣ୍ଟ – ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍
• ଅନ୍ୟାନ୍ୟ ପଦବୀ – ଦ୍ୱାଦଶ ପାସ୍ କରିବା ବାଧ୍ୟତାମୂଳକ
• ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:
• ଡେଭେଲପମେଣ୍ଟ୍ ଅଫିସର୍ – ସର୍ବନିମ୍ନ ବୟସ ୨୫ ଏବଂ ସର୍ବାଧିକ ୪୫ ବର୍ଷ
• ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ – ସର୍ବନିମ୍ନ ବୟସ ୨୧ ଏବଂ ସର୍ବାଧିକ ୩୦ ବର୍ଷ
• ଅନ୍ୟାନ୍ୟ ପଦବୀ – ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ
• ସର୍ବାଧିକ ବୟସ ସୀମାରେ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ, ଏସ୍ସି, ଏସ୍ଟି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ବର୍ଷ କୋହଳ ମିଳିବ।

ଦରମା:
• ଡେଭେଲପମେଣ୍ଟ୍ ଅଫିସର୍ – ୨୫,୦୦୦ ଟଙ୍କା
• ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ – ୨୨,୦୦୦ ଟଙ୍କା
• ଆନିମଲ୍ ଆଟେନ୍ଡାଣ୍ଟ – ୨୦,୦୦୦ ଟଙ୍କା
• ଆନିମଲ୍ ହଜ୍ବ୍ୟାଣ୍ଡ୍ରୀ ଆଡ୍ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର – ୧୫,୦୦୦ ଟଙ୍କା
• ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ – ୧୫,୦୦୦ ଟଙ୍କା

ଆବେଦନ ଶୁଳ୍କ:
• ଡେଭେଲପମେଣ୍ଟ୍ ଅଫିସର୍ – ୯୪୫ ଟଙ୍କା
• ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ – ୮୨୮ ଟଙ୍କା
• ଆନିମଲ୍ ଆଟେନ୍ଡାଣ୍ଟ – ୭୦୮ ଟଙ୍କା
• ଆନିମଲ୍ ହଜ୍ବ୍ୟାଣ୍ଡ୍ରୀ ଆଡ୍ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର – ୫୯୧ ଟଙ୍କା
• ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ – ୫୯୧ ଟଙ୍କା

CATEGORIES
TAGS
Share This

COMMENTS

Wordpress (0)
Disqus ( )