Sunday 28th April 2024
ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ ! ବଡବିଲ୍ ରେ ପୋଷ୍ଟିଂ !

ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ ! ବଡବିଲ୍ ରେ ପୋଷ୍ଟିଂ !

ସରକାରୀ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରେ ବିଭିନ୍ନ ପଦବୀରେ ବାହାରିଛି ଚାକିରୀ । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଆବେଦନ କରିବାର ଶେଷ ତାରିଖ – ୨୫/୦୭/୨୦୨୩

 

 

ଚାକିରୀ କରିବାର ସ୍ଥାନ – ବଡବିଲ୍  ( କେନ୍ଦୁଝର ଜିଲ୍ଲା, ଓଡିଶା )

 

ପଦବୀ ର ନାମ

  • ଇଲେକ୍ଟ୍ରିସିଆନ୍
  • ଇଲୋକ୍ଟ୍ରୋନିକ୍ସ ମେକାନିକ୍
  • ଫିଟର
  • ଆଇସି.ଟିଏସ୍.ଏମ୍
  • ମେସିନିଷ୍ଟ୍
  • ଏମ୍.ଏମ୍.ଭି
  • ଏମ୍.ଆର.ଏସି
  • ଏମ୍.ଏମ୍.ଟିଏମ୍
  • ପ୍ଲମ୍.ବର
  • ଟର୍ଣ୍ଣର
  • ଓ୍ୱେଲ୍ଡର
  • ଓୟାରମେନ୍
  • ସୋଲାର ଟେକ୍ନିସିଆନ୍
  • ସିଓ୍ୱିଇିଂ ଟେକ୍ନୋଲୋଜି
  • ଇଞ୍ଜିନିୟରିଂ ଡ୍ରଇିଂ

 

କେନ୍ଦୁଝର ଜିଲ୍ଲା ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://kendujhar.nic.in/

 

ଶିକ୍ଷାଗତ ଯୋଗ୍ୟତା –

 

 

 

ଫର୍ମଟିକୁୁ ଡାଉନଲୋଡ୍ କରିବା ପାଇଁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

Govt. Industrial Training Institute Barbil ( Apply )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )