Wednesday 24th April 2024
ଓଡିଶା ଲୋକ ସେବା ଆୟୋଗ ରେ ବଡଧରଣର ବିଜ୍ଞପ୍ତି ! ଆସିଷ୍ଟାଣ୍ଡ୍ ମାଇକ୍ରୋବାୟୋଲୋଜିଷ୍ଟ୍ ପାଇଁ ବାହାରିଛି ନିଯୁକ୍ତି !

ଓଡିଶା ଲୋକ ସେବା ଆୟୋଗ ରେ ବଡଧରଣର ବିଜ୍ଞପ୍ତି ! ଆସିଷ୍ଟାଣ୍ଡ୍ ମାଇକ୍ରୋବାୟୋଲୋଜିଷ୍ଟ୍ ପାଇଁ ବାହାରିଛି ନିଯୁକ୍ତି !

ଆସିଷ୍ଟାଣ୍ଡ୍ ମାଇକ୍ରୋବାୟୋଲୋଜିଷ୍ଟ୍ ହେବା ପାଇଁ ଆସିଛି ଖୁସି ଖବର । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଭିନ୍ନ ବିଭାଗରେ ବିଭିନ୍ନ ଧରଣ ର ବିଜ୍ଞପ୍ତି ବାହାର କରେ । ବିଭିନ୍ନ ସ୍ତରର ଚାକିରୀ ପାଇଁ ମଧ୍ୟ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଜ୍ଞପ୍ତି ବାହାର କରେ । ଓଡିଶାରେ ବିଭିିନ୍ନ ଗ୍ରୁପ୍ ରେ ଅନେକ ସରକାରୀ କର୍ମଚାରୀ କାମ କରନ୍ତି । ସେଥିପାଇଁ ବିଭିନ୍ନ ବର୍ଗରେ ଓପିଏସି ବା ଓଡିଶା ଲୋକ ସେବା ଆୟୋଗ ଅନେକ ସମୟରେ ବିଜ୍ଞପ୍ତି ବାହାର କରେ । ବର୍ତ୍ତମାନ “ ଗ୍ରୁପ୍ ବି ” ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

ଆବେଦନ କରିବାର ଶେଷ ତାରିଖ – ୧୨ – ୦୬ – ୨୦୨୩

OPSC vacancy notification for Assistant Microbiologist 2023!

 

ଦରମା – ୪୪,୯୦୦ ଟଙ୍କା ରୁ ୧,୪୨,୪୦୦ ଟଙ୍କା 

 

ପଦବୀ –

ଆସିଷ୍ଟାଣ୍ଡ୍ ମାଇକ୍ରୋବାୟୋଲୋଜିଷ୍ଟ୍

 

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ବିଷୟରେ ଅନେକ ତଥ୍ୟ ପାଇପାରିବେ  – 
https://www.opsc.gov.in/Public/OPSC/Default.aspx

OPSC vacancy notification for Assistant Microbiologist 2023!

ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା –

୧) ମାଷ୍ଟର ଡିଗ୍ରୀ ଇନ୍ ମାଇକ୍ରୋବାୟୋଲୋଜି 

୨) କମ୍ପ୍ୟୁଟରରେ ଜ୍ଞାନ ଥିବା ଦରକାର 

OPSC vacancy notification for Assistant Microbiologist 2023!

(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିପାରିବେ )

 

ବୟସ ସୀମା –

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୮ ବର୍ଷ

OPSC vacancy notification for Assistant Microbiologist 2023!

 

କେଉଁ ସ୍ଥାନରେ ପରୀକ୍ଷା କେନ୍ଦ୍ର ହେବ –

କଟକ

OPSC vacancy notification for Assistant Microbiologist 2023!

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

OPSC vacancy notification for Assistant Microbiologist 2023!

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://opscrecruitment.in/#/auth/home?flag=true

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

Assistant Microbiologist Notification

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )