Thursday 28th March 2024
ଓଡିଶା ଉଠାଜଳସେଚନ ନିଗମରେ ରାଜ୍ୟ ସରକାରଙ୍କ ବଡଧରଣ ର ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ଉଠାଜଳସେଚନ ନିଗମରେ ରାଜ୍ୟ ସରକାରଙ୍କ ବଡଧରଣ ର ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ଉଠାଜଳସେଚନ ନିଗମ ରାଜ୍ୟର ଏକ ଅଗ୍ରଣୀ ନିଗମ ଭାବେ ଦୀର୍ଘ ୪୧ ବର୍ଷ ହେଲା ଚାଷୀ ମାନଙ୍କୁ ସେବା ଯୋଗାଈ ଦେଇ ଆସିଛି ।  ଓଡିଶା ଉଠାଜଳସେଚନ ନିଗମର ଜନ୍ମ ୧୯୭୩ ମସିହା ଅକ୍ଟୋବର ମାସ ୧ ତାରିଖରେ ହୋଇଥିଲା । ଓଡିଶା ଉଠାଜଳସେଚନ ନିଗମ ଦ୍ଵାରା ଅବିଶ୍ରାନ୍ତ ଭାବେ ପ୍ରତ୍ୟେକ ବର୍ଷ ନୂତନ ଉଠାଜଳସେଚନ ପ୍ରକଳ୍ପମାନ ତିଆରି ହୋଇ ଆସୁଛି ଓ ରାଜ୍ୟର ସମସ୍ତ ପ୍ରାନ୍ତରେ ଏହା ଚାଷୀଙ୍କ ଦ୍ଵାରା କାର୍ଯରେ ବିନିଯୋଗ ହୋଇ ପାରୁଛି । ୧୯୭୩ ମସିହା ପୂର୍ବରୁ ଏହା କୃଷି ବିଭାଗ ଅଧିନରେ ଏକ ସରକାରୀ ବିଭାଗ ରୂପେ କାର୍ଯ୍ୟ କରି ଆସୁଥିଲା ଓ ସେତେବେଳେ ଏହା ରାଜ୍ୟରେ ସମସ୍ତ ଅଞ୍ଚଳରେ ବ୍ୟାପକ ଭାବେ ନିର୍ମାଣ କରାଯାଇ ପାରୁନଥିଲା । କ୍ରମଶଃ ରାଜ୍ୟ ସରକାରଙ୍କ ଗ୍ରୀନ୍ ରିଭଲୁସନ୍ ଯୋଜନାକୁ ସାକାର କରିବା ଲକ୍ଷ୍ୟରେ ଏହାକୁ ବ୍ୟାପକ କରାଗଲା । ପରେ ପରେ ଅନ୍ୟାନ୍ୟ ସଂସ୍ଥା ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇ ରାଜ୍ୟର ପ୍ରତ୍ୟେକ  ସ୍ଥାନରେ ଏହା ବ୍ୟାପକ ଭାବେ ନିର୍ମାଣ କରାଗଲା । ବର୍ତ୍ତମାନ ଖରିପ ଓ ରବି ଋତୁରେ ଏହା ଚାଷୀଙ୍କ ଉପକାର କରି ଆସୁଛି । ସରକାର ୨୦୦୨ ଆର୍ଥିକ ବର୍ଷରେ ପାଣି ପଞ୍ଚାୟତ ନୀତି  ୨୦୦୩ ବର୍ଷରେ ପାଣି ପଞ୍ଚାୟତ ନିୟମାବଳୀ ପ୍ରଣୟନ କଲେ । ତେବେ ଓଡିଶା ଉଠାଜଳସେଚନ ନିଗମରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀରେ ଅନେକ ଲୋକ ଚାକିରୀ କରନ୍ତି । ଅନେକ ସମୟରେ ଓଡିଶା ଉଠାଜଳସେଚନ ନିଗମରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ ।

 

ଆବେଦନ କରିବାର ଶେଷ ତାରିଖ – ୧୦ – ୦୫ – ୨୦୨୩

OLIC has advertised a notification for Group-C Post

 

ପଦବୀ –  ଜୁନିୟର କ୍ଲର୍କ 

OLIC has advertised a notification for Group-C Post

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଉଠାଜଳସେଚନ ନିଗମ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

http://www.olic.co.in/olicindex.html

OLIC has advertised a notification for Group-C Post

ଶିକ୍ଷାଗତ ଯୋଗ୍ୟତା – 

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ +୩ ପାସ୍ କରିଥିବା ଦରକାର ।
୨) କଳା  କିମ୍ବା  ବାଣିଜ୍ୟ  କିମ୍ବା  ବିଜ୍ଞାନ ବିଷୟରେ +୩ ପାସ୍ କରିଥିବା ଦରକାର ।

OLIC has advertised a notification for Group-C Post

ବୟସ ସୀମା – 

ସର୍ବନିମ୍ନ –  ୨୧ ବର୍ଷ

ସର୍ବାଧିକ – ୩୮ ବର୍ଷ

OLIC has advertised a notification for Group-C Post

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

୧) ଜେନେରାଲ୍ କ୍ୟାଟେଗୋରି – ୫୦୦ ଟଙ୍କା

୨) ରିଜର୍ଭଭେସନ୍ କ୍ୟାଟେଗୋରି – ୩୦୦ ଟଙ୍କା

OLIC has advertised a notification for Group-C Post

 

 

ଆବେଦନ କଲାବେଳେ ଓ୍ୱେବସାଇଟ୍ ନଖୋଲିଲେ କିମ୍ବା ଆପ୍ଲାଇ ସଂମ୍ପର୍କିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ –

OLIC has advertised a notification for Group-C Post

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

Notfiication-OLIC-Junior-Engineer-asst-Executive-Engineer-and-Other-Posts

 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ – 

http://www.odishalift.com/

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )